ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ସ୍ୱାଭାବିକ ହେଲା ବସ ଚଳାଚଳ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡିଛି ବସ୍। ଫଳରେ ଯାତ୍ରୀମାନେ ଆଶ୍ୱସ୍ଥି ହୋଇଛନ୍ତି। କଟକ ବାଦାମବାଡି ବସ୍ଷ୍ଟାଣ୍ଡ ଓ ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ସକାଳ ୬ଟାରୁ ବସ୍ ଚଳାଚଳ ଆରମ୍ଭ ହୋଇଛି।
ଯେତିକି ସିଟ୍ ସେହି ଅନୁସାରେ ଯାତ୍ରୀ ଯାତ୍ରା କରୁଛନ୍ତି। ବସ୍ରେ ଚଢିବା ପୂର୍ବରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...