Latest

କାରିଗରଠୁ ଲାଞ୍ଚ ନେଇ ଗିରଫ ହେଲେ ହସ୍ତଶିଳ୍ପ ନିଗମ ଅଧତ୍କାରୀ

Posted on

ଯାଜପୁର ଟାଉନ(ଓଡ଼ିଶା ୱେୟାର) : ଲାଞ୍ଚ ନେଇ ଗିରଫ ହେଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଓ ଅନ୍ଯ ଜଣେ କର୍ମଚାରୀ। ବିଭାଗ ଯାଜପୁର ରୋଡ଼ ଶାଖାର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଅନ୍ଯ ଜଣେ ମହିଳା କର୍ମଚାରୀ ଲକ୍ଷ୍ମୀ ପ୍ରିୟା ମହାରଣା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଉଭୟ ଖଗେଶ୍ୱର ମଲ୍ଲିକ ନାମକ ଜଣେ କାରିଗରଙ୍କ ଠାରୁ ଏହି ଲାଞ୍ଚ ନେଉଥିବା ସମୟ ରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଖଗେଶ୍ୱରଙ୍କ ବକେୟା ବିଲ ପାସ କରିବା ପାଇଁ ପ୍ରଭାତ ଏହି ଲାଞ୍ଚ ଟଙ୍କା ମାଗିଥିଲେ ମଙ୍ଗଳବାର ଭିଜିଲାନ୍ସ ଉଭୟଙ୍କୁ ଗିରଫ କରି ପଚରା ଉଚୁରା କରୁଛି ଏବଂ ଉଭୟଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତି ନେଇ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version