Latest

୫ରୁ ଖୋଲିବ ଭିତରକନିକା

Posted on

ଭୁବନେଶ୍ବର, ,(ଓଡ଼ିଶା ୱେୟାର) :ପର‌୍ୟ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ହେଲା ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। କେବଳ ଡେ ଭିଜିଟରସ୍ ଭିତରକନିକା ଭ୍ରମଣ କରିପାରିବେ। କିନ୍ତୁ ରାତ୍ରଯାପନ ପାଇଁ ଅନୁମତି ଦିଆଯାଇନାହିଁ।
ଭିତରକନିକାରେ ପ୍ରବେଶ ପାଇଁ ହେଲେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ପର‌୍ୟ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ରାଜନଗର ବନଖଣ୍ଡ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version