ରାଜ୍ୟ

ଆସନ୍ତାକାଲି କ୍ୟାବିନେଟ୍ ବୈଠକ

Posted on

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ।ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଦିନ ୧୧ଟା ୪୫ମିନିଟରେ ହେବାକୁ ଥିବା ଏହି ବୈଠକରେ ୫ଟି ଏଜେଣ୍ଡା ଉପରେ ବିଚାରବିମର୍ଶ ହେବ।ତେବେ କ୍ୟାବିନେଟ ବୈଠକରେ କେଉଁସବୁ ପ୍ରସ୍ତାବ ସାମିଲ ହୋଇଛି ତାହା ଜଣାପଡ଼ିନି।ମନ୍ତ୍ରୀମାନଙ୍କୁ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଏଜେଣ୍ଡା ଦିଆଯାଇନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version