ରାଜ୍ୟ

ଠିକା ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି

Posted on

ଭୁବନେଶ୍ୱର: ଠିକା ଡାକ୍ତରଙ୍କ ପାରିଶ୍ରମିକକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଠିକା ଆସିଷ୍ଟାଣ୍ଟ ସର୍ଜନଙ୍କ ପାରିଶ୍ରମିକ ୫୫ହଜାର ଟଙ୍କା ଓ ଠିକା ସ୍ପେଶାଲିଷ୍ଟଙ୍କ ପାରିଶ୍ରମିକ ୬୦ହଜାର ଟଙ୍କାକୁ ବୃଦ୍ଧି ପାଇବ । ଏହା ସହିତ ଠିକା ଡାକ୍ତରଙ୍କ ପାରିଶ୍ରମିକ ପ୍ରତିବର୍ଷ ୩ ପ୍ରତିଶତ ବୃଦ୍ଧି ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଗତକାଲି ଅନୁମୋଦନ କରିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version