Latest

ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ୯ ଜଣ ଗିରଫ

Posted on

କଟକ,(ଓଡ଼ିଶା ଓ୍ବେୟାର) : କଟକରେ ବଡ଼ଧରଣର ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ । ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ୯ ଜଣ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟ ଜଣେ ନାବାଳକ ଥିବା ସୂଚନା ରହିଛି।
ସେମାନଙ୍କ ନିକଟରୁ ୩୨ଟି ଗାଡ଼ି ଜବତ ହୋଇଛି। ଗୋଟିଏ ବର୍ଷ ମଧ୍ୟରେ ୧୩୬ଟି ବାଇକ୍‌ ଚୋରି ନେଇ ଅଭିଯୋଗ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଯେଉଁମାନଙ୍କର ଗାଡ଼ି ଚୋରି ହୋଇଛି, ଆବଶ୍ୟକ କାଗଜପତ୍ର ଦେଖାଇ ନେଇପାରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version