Latest

ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ବଢ଼ିଲାଣି ଖାଇବା ତେଲ ଦର

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର) : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଖାଇବ ତେଲ ଦର ବଢ଼ିବାରେ ଲାଗିଲାଣି । ଆମେ ଦେଶର ପ୍ରାୟ ୭୦ ପ୍ରତିଶତ ଖାଇବା ତେଲ ବାହାରୁ ଆମଦାନୀ ହୋଇଥାଏ । ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଗତ ୧ ସପ୍ତାହ ଭିତରେ କିଛି ଜିଲ୍ଲାରେ ଖାଇବା ତେଲର ଦାମ ପ୍ରାୟ ୫୦ ଟଙ୍କା ବଢିଯାଇଛି । କିଛି ଅସାଧୁ ବ୍ଯବସାୟୀ ପୁରୁଣା ଷ୍ଟକକୁ ଚଢା ଦରରେ ବିକ୍ରି କରୁଥତ୍ବା ଅଭିଯୋଗ ହୋଇଛି ଗତ ମାସକ ଭିତରେ ରିଫାଇନ ତେଲ ଲିଟର ପିଛା ୧୧୫ରୁ ୧୬୫ ଟଙ୍କାକୁ ବୃଦ୍ଧି ପାଇଛି ।
ସେପଟେ ଓଡିଶାରେ ଆସନ୍ତା ସପ୍ତାହକ ଭିତରେ ଖାଇବା ତେଲର ଦାମ ୫୦ ଟଙ୍କା ବଢିଯିବ ବୋଲି କହିଛି ଓଡିଶା ବ୍ଯବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।

Leave a Reply

Your email address will not be published. Required fields are marked *

Most Popular

Exit mobile version