Latest

ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍

Posted on

କୋରାପୁଟ(ଓଡ଼ିଶା ୱେୟାର) : କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ କରୋନା ପଜିଟିଭ୍। ପଜିଟିଭ୍ ଥିବା ଟ୍ବିଟ କରି ନିଜେ ସୂଚନା ଦେଲେ ସାଂସଦ । କହିଛନ୍ତି ଯେ, ସେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସାମାନ୍ଯ ଲକ୍ଷଣ ଦେଖାଦେଇଛି। ଘରେ ଆଇସୋଲେସନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ କରିବା ସହ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୧୧୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version