Latest

ରାଜ୍ୟପାଳଙ୍କୁ ଭେଟିଲେ ଶିବରାଜ ସିଂହ

Posted on

ନୂଆଦିଲ୍ଲୀ: ପଞ୍ଜାବ ସହିତ ଅନ୍ୟ କିଛି ରାଜ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ତେବେ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟପାଳ ମନୁଭାଇ ପଟେଲଙ୍କୁ ଭେଟିଛନ୍ତି। ସେପଟେ କ୍ୟାପଟେନ ଅମରିନ୍ଦର ସିଂହ ଇସ୍ତଫା ଦେବା ଘଟଣା ରାଜସ୍ଥାନ କଂଗ୍ରେସରେ ମଧ୍ୟ ରାଜନୈତିକ ମାହୋଲ ଉଷ୍ମ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version