Latest
ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର
ଟାଙ୍ଗୀ(ଓଡ଼ିଶା ଓ୍ବେୟାର):ଗ୍ୟାସ୍ ଟାଙ୍କି ଫାଟି ୫ ଗୁରୁତର । ୫ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡାରେ ଅଘଟଣ । ଗାଁର ଦେବ ପ୍ରଧାନଙ୍କ ଘରେ ଗ୍ୟାସ ଚୁଲା ଲଗାଇବା ବେଳେ ଲିକ୍ ହୋଇଥିଲା । ପରେ ଘରେ ନିଆଁ ଲାଗିଯାଇଥିଲା ।
ଏଥିରେ ୨ ଜଣ ଆହତ ହୋଇଛନ୍ତି । ୫ ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ପଠାଇ ଦିଆଯାଇଛି ।