Latest

ଡଙ୍ଗା ଓଲଟି ପଡ଼ିବାରୁ ୨ ଜଣ ନିଖୋଜ

Posted on

ପାରାଦୀପ (ଓଡ଼ିଶା ୱେୟାର) : ଡଙ୍ଗା ଓଲଟି ପଡ଼ିବାରୁ ୨ ଜଣ ନିଖୋଜ ହୋଇଯାଇଛନ୍ତି। ଆଜି ପାରାଦୀପର ନେହରୁ ବଙ୍ଗଳା ପାଖ ମହାନଦୀ ମୁହାଣରେ ଘଟିଛି ଏହି ଘଟଣା।
ଡଙ୍ଗାରେ ମୋଟ ୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ନିଖୋଜ ୨ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ଖୋଜାଖୋଜି କରାଯାଉଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version