ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବ
ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )
ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
କ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲା
ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ
୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷା
ଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର, ସରକାର ଗଢ଼ିଲେ କମିଟି
୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେ
ରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକା
ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ
୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦ
ବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦ
ବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକ
ବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
କାବୁଲ: ପାକିସ୍ତାନରେ ପ୍ରତିଦିନ ଗୋଟିଏ ବା ଅନ୍ୟ ଅସୁବିଧାରେ ଦେଖାଯାଏ ଜ୍ଝ ଏଥର ସମସ୍ୟା ହେଉଛି ଜଳର ସମସ୍ୟା ଜ୍ଝ ଆଜିକାଲି ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଳ ଅଭାବ ଦେଖାଦେଇଛି।...
ନୂଆଦିଲ୍ଲୀ: ୨୧୯ ଭାରତୀୟ ନାଗରିକଙ୍କୁ ନେଇ ପ୍ରଥମ ଏୟାର ଇଣ୍ଡିଆ ବିମାନ ଶନିବାର ଦିନ ରୋମାନିଆରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି। ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ...
କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଉପରେ ଋଷର କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଛି ନ୍ୟୁଜ୍ ଏଜେନ୍ସି ରଏଟର୍ସ (ରଏଟର୍ସ) ଅନୁଯାୟୀ ଶନିବାର ଦିନ କିଭ୍ ସହରର ଦକ୍ଷିଣ-ପଶ୍ଚିମ ଦିଗରେ ଦୁଇଟି...
ନୂଆଦିଲ୍ଳୀ : ରୁଷ୍-ୟୁକ୍ରେନ୍ ମଧ୍ୟ ଚାଲିଥିବା ଆକ୍ରମଣକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ବର୍ତ୍ତମାନ କ୍ରୀଡ଼ା ଜଗତର ଲୋକପ୍ରିୟ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଛନ୍ତି।...
ନୂଆଦିଲ୍ଳୀ: ବହୁ ବାଦ ବିବାଦ ପରେ ରିଲିଜ୍ ହେଲା ଫିଲ୍ମ ଗଙ୍ଗୁବାଇ କାଠିଆୱାଡି । ଶୁକ୍ରବାର ଦିନ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗାଙ୍ଗୁବାଇ କାଠିଆୱାଡି’...
ଭୁବନେଶ୍ବର (ଓଡ଼ିଶା ୱେୟାର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଅଣାଯିବ । ଏନେଇ ସମସ୍ତ ପରିବହନ ଖର୍ଚ୍ଚ...
ଭୁବନେଶ୍ବର(ଓଡ଼ିଶା ୱେୟାର) : ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନର । ଆସନ୍ତା ମାର୍ଚ୍ଚ ୨୪ରେ ପୌର ଭୋଟ୍ ୨୬ ତାରିଖରେ ଭୋଟ୍ ଗଣତି...
ମୁମ୍ବାଇ: ଚିକିତ୍ସା କାରଣରୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କୁ ମୁମ୍ବାଇର ସରକାର ଇଡ଼ି ହେପାଜତରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ କାର୍ୟ୍ୟାଳୟ ଶୁକ୍ରବାର ଦିନ ଏହି ସୂଚନା ଦେଇଛି।...
ମୁମ୍ବାଇ: ମୁମ୍ବାଇର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଟେନିସ ଖେଳାଳି ଲିଆଣ୍ଡର ପେସ ତାଙ୍କ ପୂର୍ବତନ ପାର୍ଟନର ମଡେଲ-ଅଭିନେତ୍ରୀ ରିୟା ପିଲ୍ଲାଇଙ୍କ ବିରୋଧରେ ବିଭିନ୍ନ ଘରୋଇ...
ନୂଆଦିଲ୍ଲୀ: କଙ୍ଗନା ରାନାଓ୍ୱତଙ୍କ କ୍ୟାପ୍ଟିଭ୍ ରିଅଲିଟି ସୋ ଲକ୍ ଅପ୍ ଫେବୃଆରୀ ୨୭ ରୁ ଅଲ୍ଟ ବାଲାଜୀ ଏବଂ ଏମଏକ୍ସପ୍ଲେୟାରରେ ଭାରତୀୟ ଦର୍ଶକଙ୍କ ପାଇଁ ମାଗଣାରେ ଷ୍ଟ୍ରିମ୍ ହେବାକୁ ଯାଉଛି...