ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବ
ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )
ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
କ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲା
ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ
୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷା
ଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର, ସରକାର ଗଢ଼ିଲେ କମିଟି
୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେ
ରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକା
ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ
୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦ
ବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦ
ବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକ
ବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଜଗତସିଂହପୁର(ଓଡ଼ିଶା ୱେୟାର): ପାରାଦୀପରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଢିଙ୍କିଆରେ ଉତ୍ତେଜନା ପାନବରଜ ଭଙ୍ଗା ବେଳେ ଗ୍ରାମବାସୀ-ପୋଲିସ ମୁହାଁମୁହିଁ । ଗ୍ରାମବାସୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସର ଲାଠିମାଡ଼ ପ୍ରସ୍ତାବିତ ଜିନ୍ଦଲ...
ସମ୍ବଲପୁର (ଓଡ଼ିଶା ୱେୟାର) : କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖତ୍ ବୁର୍ଲା ଭିମସାରର ଏମ୍.ବି.ବି.ଏସ୍. ଅଫଲାଇନ ପରୀକ୍ଷାକୁ ବନ୍ଦ କରିଦିଅ।ଯାଇଛି ସାରା ରାଜ୍ଯରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥତ୍ବାରୁ...
କୋରାପୁଟ(ଓଡ଼ିଶା ୱେୟାର) : କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ କରୋନା ପଜିଟିଭ୍। ପଜିଟିଭ୍ ଥିବା ଟ୍ବିଟ କରି ନିଜେ ସୂଚନା ଦେଲେ ସାଂସଦ । କହିଛନ୍ତି ଯେ, ସେ କୋଭିଡ୍-୧୯...
ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ରିଷି ସୁନାକ ହୋଇପାରନ୍ତି ବ୍ରିଟେନ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ତାଙ୍କ ଉପରେ...
ଲକ୍ଷ୍ନୌ: ଆଜି ଠାରୁ ରାଜ୍ୟରେ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ବି ଆରମ୍ଭ ହୋଇଯାଇଛି । ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି...
ଲକ୍ଷ୍ନୌ: ହୃଦ୍ଘାତ କାରଣରୁ ‘ଏନ୍ଡିଟିଭି’ର ବରିଷ୍ଠ ସାମ୍ବାଦିକ କମାଲ୍ ଖାନଙ୍କର ମୃତ୍ୟୁ ଘଟିଥିବା କଥା ତାଙ୍କ ପତ୍ନୀ ସୁନିଶ୍ଚିତ କରି କହିଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ, ସେ ମୃତ...
ଭୁବନେଶ୍ବର (ଓଡ଼ିଶା ୱେୟାର) : ଭୁବନେଶ୍ବର ମହାନଗର ନିଗମ ମୁଖ୍ଯ କାର୍ଯ୍ଯାଳୟରେ ପଶିଲା କରୋନା ବୁଧବାର ହୋଇଥିବା ଟେଷ୍ଟିଂରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏକାଥରକେ ୨୨ଜଣ...
ଭୁବନେଶ୍ୱର, (ଓଡ଼ିଶା ୱେୟାର) : ମକର ସଂକ୍ରାନ୍ତି ପାଇଁ ବନ୍ଦ ରହିବ ଘଟଗାଁର ପ୍ରସିଦ୍ଧ ମା ତାରିଣୀ ମନ୍ଦିର ମକର ମେଳାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି...
ନୂଆଦିଲ୍ଲୀ : ବିଜେପିର ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପଶିଲା କରୋନା। ପାର୍ଟି ମୁଖ୍ୟାଳୟରେ ୪୨ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଓ...
ବାରାଣାସୀ: ବାରଣାଣୀ ଘାଟରେ ସଫା କରୁଥିବା ଶ୍ରମିକ ମାନେ ଅଢ଼େଇ ମାସ ହେଲା ଦରମା ପାଇ ନାହାନ୍ତି। ଏହାକୁ ବିରୋଧ କରି ଆଜି ସକାଳେ ଧାର୍ମିକ ସହର ବାରାଣାସୀରେ ଆସି...