ଗ୍ରୀଷ୍ମ ଋତୁରେ ବହୁ ଖାଦ୍ୟ ଅଧିକ ସମୟ ରହିବା ପରେ ନଷ୍ଟ ହୋଇଯାଏ। ଟିକିଏ ଅସାବଧାନତା ଯୋଗୁଁ ଏହି ଖାଦ୍ୟଗୁଡିକ ଦୁର୍ଗନ୍ଧ ହେବା ଆରମ୍ଭ କରେ ବା ବେରଙ୍ଗ ହୋଇଯାଏ। ଏପରି ପରିସ୍ଥିତିରେ, ଆମେ ଏହିସବୁ ଖାଦ୍ୟକୁ ଆମେ ବ୍ୟାକ୍ଟେରିଆରୁ ରକ୍ଷା କରିବା ପାଇଁ ଫ୍ରିଜ୍ରେ ରଖିଥାଉ, ତଥାପି ସେଗୁଡ଼ିକ ସତେଜ ରୁହେ ନାହିଁ।
ଏପରି ପରିସ୍ଥିତିରେ, ଯଦି ଆପଣ ପନିର୍, ଟମାଟୋ ପ୍ୟୁରି କିମ୍ବା ଭାତ ଆଦିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିବାକୁ ଚାହାଁନ୍ତି, ତେବେ କିଛି ଉପାୟ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଏହି ଟିପ୍ସଗୁଡିକ ଚେଷ୍ଟା କରନ୍ତୁ ଏବଂ ଖାଦ୍ୟ ଅପଚୟକୁ ରୋକନ୍ତୁ। ତେବେ ଆସନ୍ତୁ ଜାଣିବା ଏହି ସବୁ ସରଳ ଉପାୟଗୁଡିକ କ’ଣ?


