ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବ
ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )
ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
କ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲା
ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ
୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷା
ଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର, ସରକାର ଗଢ଼ିଲେ କମିଟି
୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେ
ରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକା
ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ
୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦ
ବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦ
ବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକ
ବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ନୂଆଦିଲ୍ଲୀ: ପୁଣି ଭୟ ବଢାଇଲା କରୋନା। ଚୀନ୍, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳୁଛି। ସଂକ୍ରମଣ ବଢିବା ଯୋଗୁ ଚୀନ୍ ୯ ନିୟୁତ ଲୋକ ବସବାସ...
ଭୁବନେଶ୍ୱର (ଓଡ଼ିଶା ୱେୟାର) : ପଞ୍ଚାୟତ ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ପରେ ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଦଳ ୩୦ରୁ ୩୦ ଆସନକୁ...
କୋଏମ୍ବାଟୁର: ସ୍ବେଚ୍ଛାସେବୀ ଭାବରେ ୟୁକ୍ରେନ ସେନାରେ ଯୋଗ ଦେଇଥିବା ଜଣେ ୨୧ବର୍ଷୀୟ ଭାରତୀୟ ଛାତ୍ର ବର୍ତ୍ତମାନ କୋଏମ୍ବାଟୁରରେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ପାରିବାରିକ ସୂତ୍ର ଏହି ସୂଚନା...
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଶତୃଘ୍ନ ସିହ୍ନାଙ୍କୁ ଆସାନସୋଲ ସଂସଦୀୟ ଆସନରେ ବାଇପୋଲ ପାଇଁ ଟିଏମସିର ପ୍ରାର୍ଥୀ ଏବଂ ବାଲିଗୁଞ୍ଜ ବିଧାନସଭା ନିର୍ବାଚନରେ ବାବୁଲ ସୁପ୍ରିଓଙ୍କୁ...
ନୂଆଦିଲ୍ଲୀ: ଏବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଜୋରଦାର ଯୁଦ୍ଧ ଲାଗି ରହିଛି ଋଷର ବାୟୁସେନା ଓ ସ୍ଥଳ ସେନା ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖଛନ୍ତି ।...
କୋଲାକାତା : କୋଲକାତାରେ ତଙ୍ଗରା ଅଞ୍ଚଳରେ ଏକ ଚମଡ଼ା କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ଖବର ଆସିଛି। ଶନିବାର ସନ୍ଧ୍ୟା ସମୟରେ ଏକ ଚମଡା କାରଖାନାରେ ନିଆଁ ଲାଗିଯାଇଥିବା ପୁଲିସ ପକ୍ଷରୁ...
ଆମେ ସମସ୍ତେ ଜାଣୁ ଯେ ବଜାରରେ ଏପରି ଅନେକ ସୌନ୍ଦର୍ଯ୍ୟକରଣ ଦ୍ରବ୍ୟ ଅଛି ଯାହା ଚର୍ମର ସୁନ୍ଦରତାକୁ ବଜାଇ ରଖିବାରେ ଦାବି କରେ କିନ୍ତୁ ଯଦି ଆପଣଙ୍କ ରୋଷେଇ ଘରେ...
ପୁରୀ (ଓଡ଼ିଶା ୱେୟାର) : ଏଣିକି ରବିବାର ଶ୍ରୀମନ୍ଦିର ଭକ୍ତ ମାନଙ୍କ ପାଇଁ ଖୋଲା ରହିବ। ଆାସନ୍ତା ମାର୍ଚ୍ଚ ୨୦ ତାରିଖ ରବିବାର ଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ।...
ଭୁବନେଶ୍ଵର (ଓଡ଼ିଶା ୱେୟାର) : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡ। ଶନିବାର ଏମିତି କିଛି ଘଟଣା ଘଟିଛି ବାଣପୁର ବ୍ଲକ ସମ୍ମୁଖରେ । ୨୦ଜଣରୁ ଅଧିକ ଲୋକଙ୍କ...
ନୂଆଦିଲ୍ଲୀ: ହତ୍ୟା ଅଭିଯୋଗରେ ତିହାର ଜେଲରେ ରହିଥିବା ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଜେଲରେ ଥିବା କଏଦୀମାନଙ୍କୁ ଫିଟନେସ୍ ଏବଂ ରେସଲିଂ ଟ୍ରେନିଂ ଦେଉଛନ୍ତି। ଜେଲ କର୍ତ୍ତୃପକ୍ଷ ଏଥିପାଇଁ...