Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡି କବଜାରେ ୩୦ରୁ ୩୦ ଜିଲ୍ଲା ପରିଷଦ , ବିଜେଡି ହାତରେ ୮୯% ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର (ଓଡ଼ିଶା ୱେୟାର) : ପଞ୍ଚାୟତ ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ପରେ ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଦଳ ୩୦ରୁ ୩୦ ଆସନକୁ ନିଜ କବ୍ଜାକୁ ନେଇଛି । ପ୍ରଥମଥର ପାଇଁ ଏଭଳି ଐତିହାସିକ ସଫଳତା ପାଇଛି । ବିଜେଡି ଏପରିକି ଗତଥର ବିଜେଡି ଯେଉଁ ଜିଲ୍ଲାରେ ମାତ୍ ଖାଇଥିଲା ଏଥର ସେହି ସବୁ ଜିଲ୍ଲାରେ ବହୁ ବ୍ୟବଧାନରେ ବିଜୟୀ ହୋଇଛି। ବିଜେଡି ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଜୋନରୁ ୮୫୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜେଡି ଏକତରଫା ଭାବେ ୭୬୬ ଜୋନରେ ବିଜୟ ଲାଭ କରିଥିଲା ବିରୋଧୀ ବିଜେପି ୪୨ଟି, ଓ କଂଗ୍ରେସକୁ ୩୭ଟି ଆସନ ମିଳିଥିବା ବେଳେ ୭ଟି ଆସନ ଅନ୍ୟାନ୍ୟ ଖାତାକୁ ଯାଇଥିଲା ।
ବିଜେଡି ହାତରେ ୨୭୭ ବ୍ଲକର ଅଧ୍ୟକ୍ଷ ପଦ ରହିଛି । ମୋଟ ଅ।ସନର ପ୍ରାୟ ୮୯ ପ୍ରତିଶତ ଆସନ ଶାସକ ଦଳ ନିଜ ହାତକୁ ନେଇଛି। ରାଜ୍ୟରେ ଥିବା ୩୧୪ ବ୍ଲକ ମଧ୍ୟରୁ କେବଳ ବିଜେଡି ୨୭୭ଟି ବ୍ଲକରେ ଅଧ୍ୟକ୍ଷ ପଦ ହାତେଇଥିବା ଦଳ ପକ୍ଷରୁ ଦାବି କରାଯାଇଛି ।୨୧ଟିରେ ବିଜେପି, ୧୩ଟିରେ କଂଗ୍ରେସ ଏବଂ ସିପିଆଇ(ଏମ୍) ଖାତାକୁ ଯାଇଛି । ୩ଟି ଆସନ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବଡ଼ ବ୍ୟବଧାନରେ ବିଜୟ ହୋଇଥିବାବେଳେ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଦଳକୁ ପ୍ରାୟ ୮୯ପ୍ରତିଶତ ବ୍ଲକରେ ଶାସନ ଦାୟିତ୍ୱ ମିଳିଥିବା ଦାବି କରାଯାଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ୧୭ଟି ଜିଲ୍ଲାରେ ବିଜେପି ଗୋଟିଏ ହେଲେ ବ୍ଲକ ଅଧ୍ୟକ୍ଷ ହାତେଇ ପାରିନାହିଁ। ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ପହ ହାତେଇବାରେ ସଫଳ ହୋଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top