Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୟୁକ୍ରେନରେ ଋଷ ସୈନ୍ୟ ସହ ଲଢ଼ୁଥିଲେ ଭାରତୀୟ ଛାତ୍ର , ଏବେ ଭାରତ ଫେରିବାକୁ ଚାହୁଁଛନ୍ତି

କୋଏମ୍ବାଟୁର: ସ୍ବେଚ୍ଛାସେବୀ ଭାବରେ ୟୁକ୍ରେନ ସେନାରେ ଯୋଗ ଦେଇଥିବା ଜଣେ ୨୧ବର୍ଷୀୟ ଭାରତୀୟ ଛାତ୍ର ବର୍ତ୍ତମାନ କୋଏମ୍ବାଟୁରରେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ପାରିବାରିକ ସୂତ୍ର ଏହି ସୂଚନା ଦେଇଛି । ଏରୋସ୍ପେସ୍ ଇଞ୍ଜିନିୟରିଂ ଛାତ୍ର ଆର ସାଇନିକେଶ ଗତ ମାସରେ ଜର୍ଜିଆ ନ୍ୟାସନାଲ ଆର୍ମିରେ ଯୋଗ ଦେଇଥିଲେ, କିନ୍ତୁ ଗତ ମାସରେ ଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନକୁ ସମର୍ଥନ କରି ଋଷର ସେନାଙ୍କ ସହ ଲଢ଼ୁଥିଲେ । ଜର୍ଜିଆ ନ୍ୟାସନାଲ ଆର୍ମି ହେଉଛି ଏକ ପାରାମିଲିଟାରୀ ୟୁନିଟ୍ ଯାହା ମୁଖ୍ୟତ ଇଥେନିକ ଜର୍ଜିଆ ସ୍ବେଚ୍ଛାସବୀମାନଙ୍କୁ ନେଇ ଗଠିତ ଏହି ସୈନିକମାନେ ଯୁଦ୍ଧରେ ୟୁକ୍ରେନ ପକ୍ଷରୁ ଯୁଦ୍ଧ କରୁଛନ୍ତି ।
କେନ୍ଦ୍ରୀୟ ଅଭିଜ୍ତା ଅଧିକାରୀମାନେ କିଛି ଦିନ ପୂର୍ବରୁ ସେମାନଙ୍କୁ ସାକ୍ଷାତ କରି ସାଇନିକେଶଙ୍କ ବିବରଣୀ ମାଗିବା ପରେ ତାଙ୍କ ପିତାମାତା ଜାଣିଥିଲେ । ସୂତ୍ରରୁ ପ୍ରକାଶ ଯେ ଯୁବକଙ୍କ ପିତା ରବିଚନ୍ଦ୍ରନ ତାଙ୍କ ପୁଅଙ୍କ ସହ ତିନି ଦିନ ପୂର୍ବରୁ କଥା ହୋଇଥିଲେ । ଏହି ସମୟରେ ସେ ଘରକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଯେହେତୁ ଭାରତୀୟ କର୍ତ୍ତୃପକ୍ଷ ଏହି ଘଟଣାର ତୀକ୍ଷ୍ଣ ନଜର ରଖିଛନ୍ତି, ରବିଚନ୍ଦ୍ରନ ଆଶା କରୁଛନ୍ତି ଯେ ତାଙ୍କ ପୁଅ ଶୀଘ୍ର ସେମାନଙ୍କ ସହ ଯୋଗଦେବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top