ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବ
ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )
ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
କ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲା
ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ
୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷା
ଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର, ସରକାର ଗଢ଼ିଲେ କମିଟି
୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେ
ରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକା
ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ
୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦ
ବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦ
ବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକ
ବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ସିଡନୀ : ଅଷ୍ଟ୍ରେଲୀୟ ପୁରୁଷ କ୍ରିକେଟ୍ ପ୍ରଶିକ୍ଷକ ଜଷ୍ଟିନ ଲେଙ୍ଗର ଶନିବାର ଆଶ୍ଚର୍ୟ୍ୟଜନକ ଭାବେ ଇସ୍ତଫା ଘୋଷଣା କରିଛନ୍ତି, ଯାହାକି ସପ୍ତାହେ ତଳେ ଆର୍ସିଭାଲ୍ ଇଂଲଣ୍ଡକୁ ଏକ ଲୋଡ୍ ସାଇଡ୍...
ଶୀତ ଋତୁରେ ଅନେକ ଲୋକଙ୍କ ଶରୀରରେ ଫୁଲିଯିବା ସମସ୍ୟା ଦେଖାଯାଏ । ବାସ୍ତବରେ, ଶରୀରରେ ପ୍ରଦାହ ହେବାର ଅନେକ କାରଣ ଥାଇପାରେ । ଅନେକ ଲୋକ ଶରୀରରେ ଫୁଲା ଦେଖିବା...
ଭୁବନେଶ୍ୱର(ଓଡ଼ିଶା ୱେୟାର): ଭାଇକୁ ଖଣ୍ଡାରେ ହାଣିଲା, ଆଉ ହାଣିଲା ପରେ ଖୁସି ଅଛ କି ନାହିଁ ବୋଲି ଫେସବୁକରେ ପୋଷ୍ଟ କରି ପଚାରିଲା । ଥାନା ଅଧୀନ ବୋତଣ୍ଡା ଅଞ୍ଚଳର...
ନୂଆଦିଲ୍ଲୀ: ମୂଷାରୁ ଆସିଛି ଓମିକ୍ରନ ଭାରିଆଣ୍ଟ । ବିଶ୍ୱରେ ତୃତୀୟ ଲହରର କାରଣ ପାଲଟିଥିଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମୂଷାରୁ ଆସିଥିବା ଅନୁମାନ କରାଯାଉଛି । ଏନେଇ ଚୀନର...
ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସିଙ୍କ ଉପରକୁ ଗୁଳି ମାଡ଼ ପରେ ତାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ଉତ୍ତରପ୍ରଦେଶରେ ତାଙ୍କ ଦଳ ନିର୍ବାଚନ ଲଢୁଥିବା ବେଳେ ବର୍ତ୍ତମାନ ସେ ବାରମ୍ବାର...
ନୂଆଦିଲ୍ଲୀ: ସଂଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଗାଙ୍ଗୁବାଇ କାଥିଆବାଡିର ଟ୍ରେଲର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ମୁଖ୍ଯ ଭୂମିକାରେ ଆଲିଆ ଭଟ୍ଟ, ଅଜୟ ଦେବଗନ୍ ଏବଂ ବିଜୟ...
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଇଥିବା ତିନି ମ୍ଯାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ଆସନ୍ତା ଫେବୃଆରୀ ୬ ରୁ ଆରମ୍ଭ ହେବ । ଟିମ୍...
ଚମକୁଥିବା ତ୍ୱଚା ପାଇଁ ସୂର୍ଯ୍ଯମୁଖୀ ଶସ୍ଯ: ତ୍ୱଚାକୁ ସୁସ୍ଥ ଏବଂ ଚମକାଇବାରେ ଆମର ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କେବଳ ଚର୍ମ ନୁହେଁ ସମଗ୍ର ଶରୀରକୁ...
ନୂଆପଡା(ଓଡ଼ିଶା ୱେୟାର): ଗିରଫ ହେଲେ କୋଟିପତି ଯୋଗାଣ ଅଧିକାରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଆଡିସିନାଲ ସିଭିଲ ସପ୍ଲାଇ ଅଫିସର ରତ୍ନାକର ସେଠୀ ଗିରଫ ହୋଇଛନ୍ତି...
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨ମାସ ଭିତରେ ସ୍କୁଲ ଖୋଲିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଆସନ୍ତା ୭ ତାରିଖ ଅର୍ଥାତ ସୋମବାରଠାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ଯରେ...