Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଗିରଫ ହେଲେ କୋଟିପତି ଯୋଗାଣ ଅଧିକାରୀ

ନୂଆପଡା(ଓଡ଼ିଶା ୱେୟାର): ଗିରଫ ହେଲେ କୋଟିପତି ଯୋଗାଣ ଅଧିକାରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଆଡିସିନାଲ ସିଭିଲ ସପ୍ଲାଇ ଅଫିସର ରତ୍ନାକର ସେଠୀ ଗିରଫ ହୋଇଛନ୍ତି । ତାଙ୍କର ୬କୋଟି ୭୩ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ଭିଜିଲାନ୍ସ ସ୍କାନରରେ ଅଛନ୍ତି ରତ୍ନାକରଙ୍କ ପତ୍ନୀ । ସେ କଟକ ତିଗିରିଆରେ ଅଙ୍ଗନବାଡି ସୁପର ଭାଇଜର୍‌ ଅଛନ୍ତି । ସରକାରୀ ଚାକିରିରେ ଥିବାରୁ ପତ୍ନୀ ବି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରୁଛି ଭିଜିଲାନ୍ସ । ଉଭୟ ସେମାନଙ୍କ ଆୟର ୫୭୦ ପ୍ରତିଶତ ଅଧିକ ସଂପତ୍ତି ରଖିଛନ୍ତି । ଗତକାଲି ରତ୍ନାଘରଙ୍କ ଘର ଓ ଅଫିସ ସହ ୬ଟିସ୍ଥାନରେ ଚଢଉ କରିଥିଲା ଭିଜିଲାନ୍‌ସ । ରେଡ୍‌ ବେଳେ ଜଣା ପଡିଥିଲା ରତ୍ନାକର ସେଠୀ ୧ କୋଟି ୧୭ଲକ୍ଷ ୫୪ ହାଜର ଟଙ୍କାର ବୀମା ପ୍ରିମିୟମ ଦେଇଛନ୍ତି ।

ଚାଉଳିଆଗଞ୍ଜରେ ୧୩ ହଜାର ବର୍ଗ ଫୁଟର ଚାରି ମହଲାର କୋଠା ଅଛି । ଯାହାର ମୂଲ୍ୟ ୨ କୋଟି ୧୨ ଲକ୍ଷରୁ ଅଧିକ ହେବ । କଟକ ବାଲିସାହିରେ ଦୁଇ ମହଲା କୋଠା ଓ ୩ ମହଲା ବିଶିଷ୍ଟ ନଟରାଜ ପ୍ୟାଲେସ ନାମକ କଲ୍ୟାଣ ମଣ୍ଡପ ବି ରହିଛି । ଚୌଦ୍ୱାର ଓରନ୍ଦାରେ ଅଛି ୩ ଏକର ଭୁସମ୍ପତ୍ତି । ଚାଉଳିଆଗଞ୍ଜରେ ୩ଟି ଓ ବାଲିସାହିରେ ଗୋଟିଏ ପ୍ଲଟ୍‌ ଅଛି । ରତ୍ନାକର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୮୯ ଲକ୍ଷ ୨୪ ହଜାର ଟଙ୍କାର ଫିକ୍ସ ଡିପୋଜିଟ ଓ ବ୍ୟାଙ୍କ ଜମା ରହିଛି । ୫୦୦ ଗ୍ରାମର ସୁନା ଅଳଙ୍କାର ଓ ଅଢ଼େଇ କେଜିର ରୁପା ଅଳଙ୍କାର ଠାବ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top