ଭୁବନେଶ୍ୱର(ଓଡ଼ିଶା ୱେୟାର) : କଂଗ୍ରେସ ଆଜି ୧ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।
ଲୋକସଭା
ସମ୍ବଲପୁର- ଶରତ ପଟ୍ଟନାୟକ
ବିଧାନସଭା
ଘଷିପୁରା- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ସମ୍ବଲପୁର- ଡା. ଅଶ୍ୱିନୀ ପୂଜାହାରୀ
ଭୁବନେଶ୍ୱର ମଧ୍ୟ – ରାଜୀବ ପଟ୍ଟନାୟକ
ଭୁବନେଶ୍ୱର ଉତ୍ତର- ଇତୀଶ ପ୍ରଧାନ
ବେଗୁନିଆ- ପ୍ରଦୀପ ସାହୁ
ଚିଲିକା – ପ୍ରଦୀପ ସ୍ୱାଇଁ
କଟକ- ଚୌଦ୍ୱାର- ଜଗଦୀଶ ମହାନ୍ତି
କଟକ ସଦର- ଅଭିଷେକ ମହାନନ୍ଦ
ଜୟଦେବ- ସୁକାନ୍ତ ତିଆଡି ଭୋଇ


