ଭୁବନେଶ୍ୱର(ଓଡ଼ିଶା ୱେୟାର) : ବିଜେପି ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୨ ଲୋକସଭା ଓ ୯ ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକା ପ୍ରକାଶରେ ବିଜେପି ଆଗରେ ରହିଥିବା କଥା କୁହାଯାଉଛି । ଆଜି ଦଳରେ ସାମିଲ ହୋଇଥିବା ଉକ୍ରଳ ଭାରତର ସଭାପତି ଐରଖାରବେଳ ସ୍ୱାଇଁଙ୍କୁ କନ୍ଧମାଳ ଲୋକସଭା ଆସନରେ ଦଳ ତାଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି । ପଦ୍ମ ଧରୁ ଧରୁ ସାଙ୍ଗେ ସାଙ୍ଗେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳ ସୁଯୋଗ ଦେଇଛି ।
ଲୋକସଭା
କନ୍ଧମାଳ-ଐରଖାରବେଳ ସ୍ୱାଇଁ
କଟକ- ପ୍ରକାଶ ମିଶ୍ର
ବିଧାନସଭା
ଝାରସୁଗୁଡ଼ା- ଦୀନେଶ ଜୈନ
ରେଢ଼ାଖୋଲ-ଦେବେନ୍ଦ୍ର ମହାପାତ୍ର
ଭଣ୍ଡାରୀପୋଖରୀ-ବଦ୍ରୀନାରାୟଣ ଧଳ
ଭଦ୍ରକ- ଡକ୍ଟର ପ୍ରଦୀପ ନାୟକ
ଫୁଲବାଣୀ-ଦେଓନାୟଣ ପ୍ରଧାନ
ଜୟଦେବ-ନରେନ୍ଦ୍ର ନାୟକ
ପାରାଦୀପ-ସମ୍ପଦ ସ୍ୱାଇଁ
ବେଗୁନିଆ-ଋଷଭ ନନ୍ଦ
ଜଟଣି- ବିଶ୍ୱରଂଜନ ବଡ଼ଜେନା
ବିଜେପି ପ୍ରାର୍ଥୀ ତାଲିକା
ଲୋକସଭା
କଳାହାଣ୍ଡି – ବସନ୍ତ ପଣ୍ଡା
ବିଧାନସଭା
ନୂଆପଡ଼ା- ହୋମସିଂହ ମାଝି
ଖରିଆର- ରୀତାରାଣୀ ବଗର୍ତି
ଲାଞ୍ଜିଗଡ଼ – ରମେଶ ମାଝି
ଜୁନାଗଡ଼ – ମନୋଜ ମେହେର
ଧର୍ମଗଡ – ଅନନ୍ତ ପ୍ରତାପ ଦେଓ
ଭବାନୀପାଟଣା ପ୍ରଦୀପ୍ତ ନାୟକ
ନର୍ଲା- ଅନିରୁଦ୍ଧ ପ୍ରଧାନ
ଲୋକସଭା
ନବରଙ୍ଗପୁର- ବଳଭଦ୍ର ମାଝି
ବିଧାନସଭା
ଉମରକୋଟ – ନତ୍ୟାନନ୍ଦ ଗଣ୍ଡ
ଝରିଗାଁ- ପର୍ଶୁରାମ ମାଝି
ନବରଙ୍ଗପୁର- ଗୌରୀ ମାଝି
ଡାବୁଗାଁ- ପଦ୍ମନ ନାଏକ
କୋଟପାଡ- ଖଗେଶ୍ୱର ପୂଜାରୀ
ମାଲକାନଗିରି- ଆଦିତ୍ୟ ମାଢ଼ୀ
ଚିତ୍ରକୋଣ୍ଡା- ପଦୁ ମାଝି
ଲୋକସଭା
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
ବିଧାନସଭା
ଛତ୍ରପୁର- ପ୍ରଶାନ୍ତ କର
ଗୋପାଳପୁର- ବିଭୂତି ଜେନା
ବ୍ରହ୍ମପୁର- କାହ୍ନୁ ପତି
ଦିଗପହଣ୍ଡି- ପିଙ୍କି ପ୍ରଧାନ
ଚିକିଟି- ମନୋରଞ୍ଜନ ଦ୍ୟାନସାମନ୍ତରାୟ
ମୋହନା- ପ୍ରଶାନ୍ତ ମଲ୍ଲିକ
ପାରଳାଖେମୁଣ୍ଡି- କେ.ନାରାୟଣ ରାଓ
ଲୋକସଭା
କୋରାପୁଟ- ଜୟରାମ ପାଙ୍ଗୀ
ବିଧାନସଭା
ଗୁଣୁପୁର-ଶିଶିର ଗମାଙ୍ଗ
ବିଷମକଟକ- ଶିବଶଙ୍କର ଉଲ୍ଲାକା
ରାୟଗଡ଼ା- ବସନ୍ତ ଉଲ୍ଲାକା
ଲକ୍ଷ୍ମୀପୁର- କୁମୁଦା ସାଉନ୍ତା
ଜୟପୁର- ଗୌତମ ସାମନ୍ତରାୟ
କୋରାପୁଟ- ତ୍ରିପୁରା ଗର୍ଦା
ପଟାଙ୍ଗୀ- ରାମଚନ୍ଦ୍ର ପାଙ୍ଗୀ
ଲୋକସଭା
ବଲାଙ୍ଗୀର- ସଙ୍ଗୀତା ସିଂହଦେଓ
ବିଧାନସଭା
ବୀରମହାରାଜପୁର- ରଘୁନାଥ ଜଗଦଲା
ସୋନପୁର- ଅଶୋକ ପୁଜାରୀ
ଲୋଇସିଂହା- ମୁକେଶ ମହାଲିଙ୍ଗ
ପାଟଣାଗଡ- କନକବର୍ଦ୍ଧନ ସିଂହଦେଓ
ବଲାଙ୍ଗୀର- ଅନନ୍ତ ଦାସ
ଟିଟିଲାଗଡ଼- ଅଶୋକ ଦୋରା
କଂଟାବାଞ୍ଝି- ଲକ୍ଷ୍ମଣ ବାଗ୍
ଲୋକସଭା
କନ୍ଧମାଳ ଐରଖାରବେଳ ସ୍ୱାଇଁ
ବିଧାନସଭା
ବାଲିଗୁଡ଼ା- କରେନ୍ଦ୍ର ମାଝି
ଜି.ଉଦୟଗିରି- ଅର୍ଚ୍ଚନା ପ୍ରଧାନ
ଫୁଲବାଣୀ –
କଂଟାମାଳ- କହ୍ନେଇ ଡଙ୍ଗା
ବୌଦ୍ଧ- ସୁଶାନ୍ତ ପ୍ରଧାନ
ଦଶପଲ୍ଲା- ପୂର୍ଣ୍ଣଚନ୍ଦ୍ର ନାୟକ
ଭଂଜନଗର- ପ୍ରଦ୍ୟୁମ୍ନ ନାୟକ
ଲୋକସଭା
ଆସିକା- ଅନୀତା ପ୍ରିୟଦର୍ଶିନୀ
ବିଧାନସଭା
ପୋଲସରା- ଗୋକୁଳନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର- ରଞ୍ଜନ ପଲାଇ
ଖଲ୍ଲିକୋଟ- ଭାରତୀ ବେହେରା
ଆସିକା- ଦେବରାଜ ମହାନ୍ତି
ସୋରଡ଼ା- ନୀଳମଣି ବିଶୋୟୀ
ସାନଖେମୁଣ୍ଡି- ବିଜୟ ସ୍ୱାଇଁ
ହିଞ୍ଜିଳି – ପିତାମ୍ବର ଆଚାର୍ଯ୍ୟ
ଲୋକସଭା
ବରଗଡ-ସୁରେଶ ପୂଜାରୀ
ବିଧାନସଭା
ପଦ୍ମପୂର-ପ୍ରଦୀପ ପୁରୋହିତ
ବିଜେପୁର –
ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ
ଅତାବିରା- ମିଲନ୍ ସେଠ୍
ଭଟଲି- ଇରାଶିଷ ଆଚାର୍ଯ୍ୟ
ବ୍ରଜରାଜନଗର- ରାଧାରାଣୀ ପଣ୍ଡା
ଝାରସୁଗୁଡ଼ା- ଦୀନେଶ ଜୈନ
ଲୋକସଭା
ସୁନ୍ଦରଗଡ଼- ଜୁଏଲ ଓରାମ
ବିଧାନସଭା
ତଳସରା- ଭବାନୀ ଭୋଇ
ସୁନ୍ଦରଗଡ଼- କୁସୁମ ଟେଟେ
ବୀରମିତ୍ରପୁର- ଶଙ୍କର ଓରାମ
ରଘୁନାଥପାଲି- ଜଗବନ୍ଧୁ ବେହେରା
ରାଉରକେଲା- ନିହାର ରାୟ
ରାଜଗାଙ୍ଗପୁର- ନରସିଂହ ମିଞ୍ଜ୍
ବଣାଇ- ଅନୀଲ ବାର୍ଲା
ଲୋକସଭା
ସମ୍ବଲପୁର- ନୀତେଶ ଗଙ୍ଗଦେବ
ବିଧାନସଭା
କୁଚିଣ୍ଡା- ରବିନାରାୟଣ ନାୟକ
ରେଙ୍ଗାଲି- ନାଉରୀ ନାୟକ
ସମ୍ବଲପୁର- ଜୟନାରାୟଣ ମିଶ୍ର
ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର
ଦେବଗଡ଼- ସୁବାସ ପାଣିଗ୍ରାହୀ
ଛେଣ୍ଡିପଦା- ଅଗସ୍ତି ବେହେରା
ଆଠମଲ୍ଲିକ –
ଲୋକସଭା
କେନ୍ଦୁଝର- ଅନନ୍ତ ନାଏକ
ବିଧାନସଭା
ତେଲକୋଇ- ଧର୍ନୁଜୟ ସିଦ୍ଧୁ
ଘସିପୁରା- ପୃଥ୍ୱୀରାଜ କୁଅଁର
ଆନନ୍ଦପୁର- ଭାଗିରଥୀ ସେଠୀ
ପାଟଣା- ଭବାନୀ ଶଙ୍କର ନାୟକ
କେନ୍ଦୁଝର- ମୋହନ ମାଝି
ଚମ୍ପୁଆ –
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଲୋକସଭା
ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି
ବିଧାନସଭା
ଢ଼େଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
ହିନ୍ଦୋଳ- ଅଶୋକ ନାୟକ
କାମାକ୍ଷାନଗର- ଶତ୍ରୁଘ୍ନ ଜେନା
ପର୍ଜଙ୍ଗ- ବିଭୂତି ପ୍ରଧାନ
ପାଲଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳନ୍ଦୀ ସାମଲ
ଅନୁଗୁଳ- ପ୍ରତାପ ପ୍ରଧାନ
ଲୋକସଭା
କଟକ- ପ୍ରକାଶ ମିଶ୍ର
ବିଧାନସଭା
ବଡମ୍ବା- ବିଜୟ ଦଳବେହେରା
ବାଙ୍କି –
ଆଠଗଡ଼ –
ବାରବାଟି-କଟକ- ସମୀର ଦେ
ଚୌଦ୍ୱାର-କଟକ – ନୟନ କିଶୋର ମହାନ୍ତି
କଟକ ସଦର – ଦିଲ୍ଲୀପ ମଲ୍ଲିକ
ଖଣ୍ଡପଡ଼ା – ସିଦ୍ଧାର୍ଥ ସିଂହମର୍ଦ୍ଦରାଜ
ଲୋକସଭା
ପୁୁରୀ-ସମ୍ବିତ ପାତ୍ର
ବିଧାନସଭା
ପୁରୀ –
ବ୍ରହ୍ମଗିରି- ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର
ସତ୍ୟବାଦୀ- ଓମ୍ପ୍ରକାଶ ମିଶ୍ର
ପିପିଲି- ଅଶ୍ରିତ ପଟ୍ଟନାୟକ
ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
ରଣପୁର – ସୁରମା ପାଢ଼ୀ
ନୟାଗଡ଼ – ଇରାନୀ ରାୟ
ଲୋକସଭା
ଭୁବନେଶ୍ୱର- ଅପରାଜିତା ଷଡ଼ଙ୍ଗୀ
ବିଧାନସଭା
ଜୟଦେବ- ନରେନ୍ଦ୍ର ନାୟକ
ବେଗୁନିଆ- ଋଷଭ ନନ୍ଦ
ଭୁବନେଶ୍ୱର-ମଧ୍ୟ – ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର-ଉତର –
ଭୁବନେଶ୍ୱର-ଏକାମ୍ର – ବାବୁ ସିଂହ
ଜଟଣୀ- ବିଶ୍ୱରଂଜନ ବଡ଼ଜେନା
ଖୋର୍ଦ୍ଧା- କାଳୁ ଖଣ୍ଡାୟତରାୟ
ଲୋକସଭା
ମୟୂରଭଞ୍ଜ –
ବିଧାନସଭା
ଯଶୀପୁର- ଗଣେଶରାମ ଖୁଣ୍ଟିଆ
ସାରସକଣା- ବୁଦ୍ଧନ ମୁର୍ମୁ
ରାଇରଙ୍ଗପୁର –
ବାଙ୍ଗିରିପୋଷି- ସୁକୁଡ଼ା ମୁର୍ମୁ
ଉଦଳା – ଭାସ୍କର ମଢ଼େଇ
ବାରିପଦା- ପ୍ର୍ରକାଶ ସୋରେନ୍
ମୋରଡ଼ା –
ଲୋକସଭା
ବାଲେଶ୍ୱର- ପ୍ରତାପ ଷଡ଼ଙ୍ଗୀ
ବିଧାନସଭା
ବଡ଼ସାହି- ସନତାନ ବିଜୁଳି
ଜଳେଶ୍ୱର- ଜୟନାରାୟଣ ମହାନ୍ତି
ଭୋଗରାଇ –
ବସ୍ତା –
ବାଲେଶ୍ୱର- ମଦନମୋହନ ଦତ
ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ
ନୀଳିଗରି –
ଲୋକସଭା
ଭଦ୍ରକ –
ବିଧାନସଭା
ସୋର- ରାକେଶ ମଲ୍ଲିକ
ସିମୁଳିଆ- ପଦ୍ମଲୋଚନ ପଣ୍ଡା
ଭଣ୍ଡାରିପୋଖରୀ- ବଦ୍ରୀନାରାୟଣ ଧଳ
ଭଦ୍ରକ- ଡକ୍ଟର ପ୍ରଦୀପ ନାୟକ
ବାସୁଦେବପୁର- ମାଧବାନନ୍ଦ ମଲ୍ଲିକ
ଧାମନଗର- ବିଷ୍ଣୁ ସେଠୀ
ଚାନ୍ଦବାଲି- ମନମୋହନ ସାମଲ
ଲୋକସଭା
ଯାଜପୁର –
ବିଧାନସଭା
ବିଞ୍ଝାରପୁର- ବବିତା ମଲ୍ଲିକ
ବରୀ- ବିଶ୍ୱରଂଜନ ମଲ୍ଲିକ
ବଡ଼ଚଣା- ଅମର ନାୟକ
ଧର୍ମଶାଳା- ତୁଷାର ପରିଡ଼ା
ଯାଜପୁର- ଗୌତମ ରାୟ
କୋରେଇ- ବିଶ୍ୱଜିତ ନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଲୋକସଭା
କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା
ବିଧାନସଭା
ସାଲେପୁର- ପ୍ରକାଶ ବେହେରା
ମାହାଙ୍ଗା-ଶାରଦା ପ୍ରଧାନ
ପାଟକୁରା –
କେନ୍ଦ୍ରାପଡ଼ା –
ଆଳି- ଦୋଳଗୋବିନ୍ଦ ନାୟକ
ରାଜନଗର- ଅଲେଖ ଜେନା
ମହାକାଳପଡ଼ା –
ଲୋକସଭା
ଜଗତସିିଂହପୁର –
ବିଧାନସଭା
ନିଆଳି –
ପାରାଦୀପ- ସମ୍ପଦ ସ୍ୱାଇଁ
ତିର୍ତୋଲ- ରମାକାନ୍ତ ଭୋଇ
ବାଲିକୁଦା-ଏରସମା – ଦାମୋଦର ରାଉତ
ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର
କାକଟପୁର- ତୁଷାରକାନ୍ତି ବେହେରା
ନିମାପଡ଼ା- ପ୍ରଭାତୀ ପରିଡ଼ା


