ନୂଆଦିଲ୍ଲୀ : ଜିଲ୍ଲାର ପ୍ରଶାସନିକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଟିକା ବଦଳରେ ମଦ ଦେବା ନିୟମ ପ୍ରଥମ ଥର ପାଇଁ କରାଯାଇନି । ଏଥି ପୂର୍ବରୁ ଉତ୍ତର ପ୍ରଦେଶର ଇଟଓ୍ଵା ଜିଲ୍ଲାରେ ମଦ ବିକ୍ରି ନେଇ ଏପରି ନିର୍ଦ୍ଦେଶନାମା କରାଯାଇଥିଲା । ଲୋକମାନଙ୍କୁ ଏଠାରେ କୋଭିଡ ସାର୍ଟିଫିକେଟ ଦେଖାଇବା ପରେ ମଦ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିପୂର୍ବରୁ ତାମିଲନାଡୁ ସରକାର ମଧ୍ୟ ଟିକାକୁ ପ୍ରୋତ୍ସାହନ ଦେବାକୁ ସମାନ ପଦକ୍ଷେପ ନେଇଥିଲେ । ବହୁତ ଲୋକ ଟିକା ନନେଇ ମଧ୍ୟ ମଦ ନେବାକୁ ଆସୁଛନ୍ତି । ସମସ୍ତଙ୍କୁ ଟିକା ଦେବା ପାଇଁ ଏପରି ନିୟମ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...