Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସାଉଥ ଆଫ୍ରିକାକୁ ହରାଇଲା ଭାରତୀୟ ମହିଳା ହକି ଟିମ୍

ଟୋକିଓ: ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍ । କ୍ୱାର୍ଟରକୁ ଯିବା ନେଇ ଆଶା ଉଜ୍ଜୀବିତ କରିଲା ଭାରତୀୟ ମହିଳା ହକି ଟିମ୍ । ଗ୍ରପୁ ପର‌୍ୟ୍ୟାୟରେ ୫ଟି ମ୍ୟାଚରୁ ଭାରତ ଦୁଇଟି ବିଜୟୀ ହୋଇଛି । ପ୍ରଥମ ତିନିଟି ମ୍ୟାଚ୍ ହାରିଥିଲା ହେଲେ ଶେଷ ଦୁଇଟି ମ୍ୟାଚ୍ ଜିତିଛି ମହିଳା ହକି ଟିମ୍ ।
ହେଲେ ଇସ୍ରାଏଲ ଓ ଗ୍ରେଟ୍ ବ୍ରିଟେନ୍ ମ୍ୟାଚ ଉପରେ ଏବେ ନଜର ରହିଛି ।ଏହାର ଫଳାଫଳ ଉପରେ ନିର୍ଭର କରୁଛି ଭାରତର କ୍ୱାର୍ଟର ଫାଇନାଲ ଯିବା ସମ୍ଭାବନା । ପ୍ରଥମ ଭାରତ ପକ୍ଷରୁ ବନ୍ଦନା କଟାରିଆ ଗୋଲ ଦେଇଥିଲେ । ଏହାପରେ ଦୁଇଟି ଗୋଲ ଦେଇଥିଲେ କଟାରିଆା । ଆଜିର ମ୍ୟାଚରେ ହାଟ୍ରିକ ଗୋଲ ଦେଇଥିଲେ ବନ୍ଦନା କାଟାରିଆ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top