Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓମିକ୍ରନ ବଢିଲେ, ବଦଳିବ ସ୍କୁଲ ଖୋଲିବା ନିଷ୍ପତ୍ତି: ଡିଏମ୍ଇଟି

ଭୁବନେଶ୍ବର(ଓଡ଼ିଶା ୱେୟାର) : ବଦଳିପାରେ ଜାନୁଆରି ୩ ତାରିଖରୁ ରାଜ୍ଯରେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି ରାଜ୍ଯରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ଯା ବଢି ଚାଲିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଡିଏମ୍ଇଟି ରମାରମଣ ମହାନ୍ତି ଦିଲ୍ଳୀରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବେକାବୁ ହେବା ପରିସ୍ଥିତି ସୃଷ୍ଟି ହେବା ଅନୁଭବ କରି ଦିଲ୍ଲୀ ସରକାର ୟେଲୋ ଆଲର୍ଟ ଘୋଷଣା କରିବା ସହ ସ୍କୁଲ କଲେଜ ଗୁଡିକୁ ବନ୍ଦ କରିଛନ୍ତି ଦିଲ୍ଲୀରେ ଏପରି କଟକଣା ଲାଗିଥିବା ବେଳେ ଓଡ଼ିଶାରେ ପ୍ରଥମରୁ ପଂଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତିକୁ ନେଇ କିଛି ଅଭିଭାବକ ଓ ଶିକ୍ଷାବିତ୍ ପ୍ରଶ୍ନ କରିଥଲେ । ସରକାର ମଧ୍ୟ ଅଭିଭାବକଙ୍କ କଥାକୁ ଗୁରୁତ୍ୱ ଦେଇ ଅନଲାଇନ କ୍ଲାସ ଚାଲୁ ରଖାଯିବା ବୋଲି କହିଛନ୍ତି ଡିଏମ୍ଇଟି କହିଛନ୍ତି ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ଯରେ ଦୈନିକ ସଂକ୍ରମଣ ୨ ଶହ ଭିତରେ ରହୁଥିଲା ସଂକ୍ରମଣ ବଢିନଥିଲା , ତେଣୁ ରାଜ୍ଯ ସରକାର ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଏବେ ରାଜ୍ଯରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଇଛି ଓମିକ୍ରନ୍ ସଂଖ୍ଯା ମଧ୍ୟ ଧୀରେ ଧୀରେ ବଢୁଛି ତେଣୁ ଏପରି ସ୍ଥିତିରେ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ବୋଲି କହିଛନ୍ତି ଡିଏମ୍ଇଟି ଜାନୁଆରି ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top