Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସବୁଦିନେ ସେଓ ଖାଇବା ଦ୍ୱାରା ହୋଇପାରେ ଶରୀର ପାଇଁ କ୍ଷତିକାରକ

ମଣିଷ ଶରୀର ପାଇଁ ଅନ୍ୟ ସବୁ ଖାଦ୍ୟ ଯେତିକି ଦରକାର। ଫଳ ଖାଇବା ମଧ୍ୟ ସେତିକି ଦରକାର। କାରଣ ଏଥିରେ ଅଧିକ ମାତ୍ରାରେ ରହିଥାଏ ଆଣ୍ଟିଅକ୍ସିଡାଣ୍ଟ। ସେଥିପାଇଁ ଡାକ୍ତର କହିଥାନ୍ତି ନିଜ ଖାଦ୍ୟରେ ପ୍ରତ୍ୟେକ ଦିନ ଫଳ ଖାଇବା ଦରକାର। ପୁଣି ସବୁଦିନେ ସେଓ ଖାଇବା ପାଇଁ ମଧ୍ୟ କହିଥାନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ? ସବୁଦିନେ ସେଓ ଖାଇବା ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। କାରଣ ଆପଣ ଯଦି ଅଧିକ ମାତ୍ରାରେ ସେଓ ଖାଇବେ ତେବେ ଆପଣଙ୍କର ପେଟ ଜନିତ ରୋଗ ସୃଷ୍ଟି ହେବାରେ ଆଶଙ୍କା ରହିଛି। ଏମିତିକି କିଛି ଲୋକ ସେଓ ଖାଇବା ପରେ ପେଟ ଯନ୍ତ୍ରଣା ହେଉଥିବା କୁହନ୍ତି।

ହଜମ କରିବାରେ ଅସୁବିଧା:
କହିବାକୁ ଗଲେ ଫାଇବର ପାଇଁ ୨୦ ରୁ ୪୦ ଗ୍ରାମ ସେଓ ଦିନକୁ ଖାଇବା ଦରକାର କିନ୍ତୁ ବୟସ ଓ ଓଜନ ହିସାବରେ ଖାଇବା ଆବଶ୍ୟକ। ଜଣେ ଯଦି ୭୦ ଗ୍ରାମ ର ସେଓ ଖାଏ ତେବେ ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ବ୍ଲଡ ସୁଗାର ନିୟନ୍ତ୍ରଣରେ ଅସୁବିଧା:
ସେଓରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ରହିଥାଏ ଯାହା ଶରୀରକୁ ସଙ୍ଗେ ସଙ୍ଗେ ଏନର୍ଜି ଯୋଗାଇଥାଏ। କିନ୍ତୁ ଅଧିକ ସେଓ ଖାଇବା ଦ୍ଵାରା ବ୍ଲଡ ସୁଗାର ସ୍ପାଇକ ଅଧିକ ହୋଇଥାଏ। ତେଣୁ ଅଧିକ ସେଓ ଖାଇବା ଶରୀର ପାଇଁ କ୍ଷତିକାରକ।

ପେଷ୍ଟିସାଇଡ ଶରୀରକୁ ପ୍ରଭାବିତ କରେ:
ସେଓରେ ଥିବା ପେଷ୍ଟିସାଇଡ ପାଇଁ ଆପଣ ଅଧିକ କେମିକାଲ ମଧ୍ୟ।
ଓଜନ ବଢିବା:
ଯଦି ଆପଣ ନିଜର ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଅଧିକ ସେଓ ଖାଇବା ଅନୁଚିତ। କାରଣ ଅଧିକ ସେଓ ଖାଇବା ଦ୍ବାରା ଓଜନ ମଧ୍ୟ ବଢ଼ିଥାଏ। ତେଣୁ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ କମ୍ ସେଓ ଖାଇବା ଦରକାର।

ଦାନ୍ତ ଖରାପ କରାଇପରେ:
ଅଧିକ ସେଓ ଖାଇବା ଦ୍ବାରା ଦାନ୍ତ ଖରାପ ହୋଇଥାଏ। ତେଣୁ ଜଣେ ବ୍ୟକ୍ତିଙ୍କୁ କେବଳ ଗୋଟେ କିମ୍ବା ଦୁଇଟି ସେଓ ଦିନରେ ଖାଇବା ଆବଶ୍ୟକ। କାରଣ ଖାସ କରି ଏହା ହଜମ ଅସୁବିଧା କରାଇଥାଏ। ତେଣୁ ଆପଣ ଯେକୌଣସି ଖାଦ୍ୟ ଖାଉଛନ୍ତି ଡାକ୍ତରଙ୍କ ପରମର୍ଶ ନେବା ଦରକାର।

Click to comment

Leave a Reply

Your email address will not be published. Required fields are marked *

Most Popular

To Top