Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମସଲା କଲରା ରେସିପି ଏପରି ପ୍ରସ୍ତୁତ କରନ୍ତୁ

କଲରା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହା ଖାଇବାକୁ ଭାରି ସୁଆଦିଆ ଲାଗେ। କଲରାକୁ ମସଲା ଦେଇ ଭାଜିଲେ ତାର ସ୍ୱାଦ ବହୁତ ଭଲ ଲାଗେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ସ୍ୱାଦର କଲରା ମସଲା ଭଜା ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ମସଲା କଲରା ପାଇଁ ଆବଶ୍ୟକୀୟ ସାମଗ୍ରୀ
• ୮ ରୁ ୧୦ଟି କଲରା
• ୪ ଚାମଚ ତେଲ
• ଗୋଟେ ଚାମଚ ହେଙ୍ଗୁ
• ଅଧା ଛୋଟ ଚାମଚ ଜୀରା
• ଅଧା ଛୋଟ ଚାମଚ ହଳଦୀ
• ୨ ଛୋଟ ଚାମଚ ପାନ ମଧୁରୀ ପେଶା ହୋଇଥିବା
• ୧ ଛୋଟ ଚାମଚ ଆମଚୁର ପାଉଡର
• ଅଧା ଚାମଚ ଲାଲ ଲଙ୍କା ପାଉଡର
ଲୁଣ (ସ୍ୱାଦାନୁସାରେ)
କଲରା ଭଜା ମସଲା ବନାଇବା ପାଇଁ ପ୍ରଥମେ କଲରାକୁ ଧୋଇ ଦିଅନ୍ତୁ। ଏହାପରେ ଏହାର ଚୋପାକୁ କୋରି ଛଡାଇ ଦିଅନ୍ତୁ। ଏବେ କଲରାକୁ ମଝିରୁ କାଟି ଦିଅନ୍ତୁ ଏବଂ ମଝିରୁ ମଞ୍ଜି ବାହାର କରିଦିଅନ୍ତୁ। କଲାରାରେ ଲୁଣ ଲଗାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଅଧା ଘଣ୍ଟା ହେବା ପରେ ଏଥିରୁ ପାଣି ବାହାର କରିଦିଅନ୍ତୁ। ଏବେ ଆଞ୍ଚରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ହେଙ୍ଗୁ ଏବଂ ଜିରା ପକାନ୍ତୁ। ଜିରା ଫୁଟିବା ପରେ ଏଥିରେ ପାନମଧୁରୀ ପାଉଡର, ହଳଦି ଏବଂ ଧନିଆ ପକାନ୍ତୁ। ଏହାକୁ ଭାଜିଦିଅନ୍ତୁ। ମସଲା ଭଲଭାବେ ଭାଜି ହୋଇଗଲା ପରେ ଏଥିରେ କଲରାରୁ ବାହାରିଥିବା କୋରାକୁ ପକାଇ ଦିଅନ୍ତୁ। ଏହାସହିତ ଏଥିରେ ଲାଲ ଲଙ୍କା, ଲୁଣ ଏବଂ ସାମାନ୍ୟ ଗୋଲମରୀଚ ମଧ୍ୟ ମିଶାଇ ଦିଅନ୍ତୁ। ଏହି ସମସ୍ତ ମସଲାକୁ ଭାଜି ଦିଅନ୍ତୁ।
ଏପରି ପ୍ରସ୍ତୁତ କରନ୍ତୁ ମସଲା କଲରା
ମଝିରୁ କାଟିଥିବା କଲରାରେ ଏହି ମସଲାକୁ ଭରି ଗରମ ତେଲରେ ପକାଇ ଭାଜି ଦିଅନ୍ତୁ। ଗ୍ୟାସର ଆଞ୍ଚକୁ ମିଡିୟମ କରି କଡେଇକୁ ଘୋଡାଇ ଦିଅନ୍ତୁ। କଲାରାକୁ ମଝିରେ ମଝିରେ ଓଲଟାଇ ଦିଅନ୍ତୁ। ଏବେ କଲରାକୁ ଚାରିପଟୁ ସେକି ଦିଅନ୍ତୁ ଏବଂ ଭଲକରି ଭାଜିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top