Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୨୬ଟି ଚାଷୀ ସଂଗଠନ ସହ ଆଲୋଚନା କଲେ ସରକାର

ଭୁବନେଶ୍ୱର(ଓଡବ୍ଲ୍ୟୁ):ଚାଷୀଙ୍କ କଲ୍ୟାଣ ପାଇଁ ମନ୍ତ୍ରିସ୍ତରୀୟ କମିଟିର ଦ୍ୱିତୀୟ ବୈଠକ ଆଜି ହୋଇଯାଇଛି। ଏଥିରେ ୨୬ଟି ଚାଷୀ ସଂଗଠନର କର୍ମକର୍ତ୍ତା, କୃଷି ବିଶେଷଜ୍ଞ, ଅଗ୍ରଣୀ ଚାଷୀ ଓ ସାମାଜିକ କର୍ମୀ ଯୋଗଦେଇ ଚାଷୀ ଏବଂ ଚାଷ ସମସ୍ୟା ନେଇ ଆଲୋଚନା ହୋଇଥିଲା।
ବୈଠକରେ କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। କୃଷିଋଣ ସମସ୍ୟା,ଗୋଦାମ ଗୃହ ଅଭାବ, ରୋଗ ପୋକ ସମସ୍ୟା, ନକଲି ବିହନ,ମଣ୍ଡିରେ ଖାଦ୍ୟ ପାନୀୟ ସୁବିଧା ପ୍ରଚଳନ,ଏମ୍‌ଏସ୍‌ପି ବୃଦ୍ଧି ଓ ବିନା ଟଙ୍କାରେ ଫସଲ ବୀମା ଭଳି ସୁବିଧା କାର୍ଯ୍ୟକାରୀ କରାଇବା ନେଇ ଏଥିରେ ପ୍ରସ୍ତାବ ରଖାଯାଇଥିଲା।
ତେବେ ଚାଷୀ ସୁରକ୍ଷା ଭତ୍ତା ପ୍ରସ୍ତାବକୁ ଏଜେଣ୍ଡାରେ ସ୍ଥାନ ଦିଆଯାଇ ନଥିବାରୁ ନବନିର୍ମାଣ କୃଷକ ସଂଗଠନ ମୁଖ୍ୟ ଅକ୍ଷୟ କୁମାର ବୈଠକକୁ ବର୍ଜନ କରିବା ସହ ଆଜିକୁ ୬ ଦିନ ହେବ ଅନଶନରେ ବସିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top