Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଗଜା ମୁଗ

ଓଜନ କମାଇବା ପାଇଁ ଗଜାଯୁକ୍ତ ଖାଦ୍ୟ ବା ଗଜା ମୁଗ ବହୁତ ଲାଭଦାୟକ ହୋଇଥାଏ । ଗଜାଯୁକ୍ତ ଖାଦ୍ୟ ବା ଅଙ୍କୁରିତ ଶସ୍ୟରେ ମାତ୍ରାଧିକ ପ୍ରୋଟିନ ରହିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବେଶୀ ସମୟ ଯାଏ ଭୋକ ଲାଗି ନଥାଏ। ଫଳରେ ଆପଣଙ୍କୁ ଆଉ କିଛି ଖାଇବାକୁ ପଡ଼ି଼ ନ ଥାଏ । ଯେଉଁଠି ପାଇଁ ଆପଣଙ୍କ ଓଜନ ହ୍ରାସ ପାଇଥାଏ ଜ୍ଝ ଏଥିରେ କମ କାଲୋରି ଓ ଅଧିକ ଫାଇବର ଥିବାରୁ ଏହା ଓଜନ କମାଇବା ସହ ସୁସ୍ଥ ରଖିଥାଏ ।

ଫାଇବର :

ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ଗଜା ଖାଦ୍ୟ ଖାଆନ୍ତୁ । କାରଣ ଗଜା ଖାଦ୍ୟରେ ପ୍ରାୟ ୧୦୦ ଗ୍ରାମ ଫାଇବର ମିଳିଥାଏ । ସକାଳ ସମୟରେ ଗଜା ମୁଗ ଖାଇବା ବହୁତ ହିତକର ହୋଇଥାଏ ।
ଫ୍ୟାଟ ଓ କାଲୋରି :

ଗଜା ମୁଗ ବା ଗଜା ଖାଦ୍ୟରେ ବହୁତ କମ କାଲୋରି ଓ ଫାଟ ଥିବାରୁ ଏହା ଓଜନ ବଢାଇବାକୁ ଦେଇ ନଥାଏ । ଏଠି ସହ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଓଜନ କମାଇବା ପାଇଁ ଖାଦ୍ୟରେ କାଲୋରି କାମ ହେବା ଦରକାର । ଯାହାକି ଗଜା ମୁଗ ରେ ରହିଛି । ତେଣୁ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ କାଲୋରି କମ ହେବ ଦରକାର
ପ୍ରୋଟିନ :

ଗଜା ଖାଦ୍ୟରେ ପ୍ରୋଟିନ ଭଲ ମାତ୍ରାରେ ଥିବାରୁ ଏହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଗଜା ମୁଗ ପ୍ରତି ର ଭଲ ସ୍ରୋତ ହୋଇଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top