Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଘନ ଘନ ଫୋନ କଲ ପାଇଁ ମନ୍ମଥଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ

ଭୁବନେଶ୍ଵରବାସୀଙ୍କୁ ଅତିଷ୍ଠ କଲାଣି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ IVR ଫୋନ୍ କଲ। ଥରେ ନୁହଁ କି ଦୁଇଥର ନୁହଁ ଦିନକୁ ୮-୧୦ରୁ ଅଧିକ ଥର ଆସୁଛି ସମାନ ଫୋନ୍ କଲ। ଘନ ଘନ ଫୋନ୍ ବଜୁଛି ଉଠେଇବା ପରେ ଶୁଭୁଛି ନମସ୍କାର, ମୁଁ କ୍ୟାପଟେନ ମନ୍ମଥ ରାଉତ କହୁଥିଲି।” ଏହାପରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଖୋଲା ଖୋଲି କୁହାଯାଉଛି। ଏପରି କରି ଭୋଟ ପାଇଁ ଲୋକଙ୍କୁ ମାନସିକ ଚାପ୍ ଦେଉଛନ୍ତି ବିଜେଡି ପ୍ରାର୍ଥୀ ବୋଲି ଅଭିଯୋଗ ହେଲାଣି ।

ଏହି ଫୋନ୍ କଲକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି ଅସନ୍ତୋଷ ଓ ମାଳମାଳ ପୋଷ୍ଟ। କିଏ କହୁଛି ମୁଁ ଭୁବନେଶ୍ବର ସାଂସଦ ପାଇଁ “NOTA” ରେ ଭୋଟ ଦେବାକୁ ଚିନ୍ତା କରିଥିଲି, ହେଲେ ବାରମ୍ବାର କ୍ୟାପଟେନ ମନ୍ମଥ ରାଉତ ଠାରୁ IVR କଲ୍ ଆସିଲା ପରେ ଭୋଟ ଅପରାଜିତା ଷଡ଼ଙ୍ଗୀକୁ ଦେଇ ଦେବି ଭାବୁଛି, ପୁଣି କିଏ ଲେଖିଛି ଏ ୨୫ ତାରିଖ କେବେ ଆସିବ ଏହି IVR କଲ୍ ର ଲେଖା ଛିଡିବ।

ସୁର ପୁଅ ମନ୍ମଥ ହାରିଲେ ନଡ଼ିଆ ବାଡାନ୍ତି ବୋଲି କେହି କେହି ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି। ଲୋକଙ୍କ ମୁଡ୍ ଦେଖିଲେ ଲାଗୁଛି ଏଇ ଫୋନ କଲ୍ ମନ୍ମଥଙ୍କ ପାଇଁ ଲାଭ କଣ ଦେବ ଜଣା ନାହିଁ ହେଲେ ବିଜେଡି ବିରୋଧୀ ମତଦାନ ଜୋର ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top