ମୁମ୍ବାଇ: ବଲିଉଡ ପରେ ଏବେ କରୋନା କବଳ ପଡିଛନ୍ତି ଟେଲିଭିଜନ ଷ୍ଟାର। ପ୍ରସିଦ୍ଧ ଟିଭି ସିରିଏଲ୍ ଫଅନୁପମା’ର ଲିଡ୍ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ତାଙ୍କ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।
ସେ ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ବେଶ୍ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି ଫମା’ କରୋନା ଦେବୀ ତୁ ଅଛୁ ନା ନାହିଁଟ୍ଟଏହା କ’ଣ ହେଲା, କେମିତି ହେଲା ଆଉ କେବେ ହେଲାଟ୍ଟ.।’


