Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା, ବିଜୟ ମହାପାତ୍ର ପାଟକୁରାରୁ

ଭୁବନେଶ୍ୱର(ଓଡ଼ିଶା ୱେୟାର) :ବିଜେପି ଆଜି ପୁଣି କିଛି ବିଧାନସଭା ଆସନ ପାଇଁ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩ ଲୋକସଭା ଆସନ ପାଇଁ ମଧ୍ୟ ତାଲିକା ପ୍ରକାଶ କରାଯାଇଛି । ୧୧ ବିଧାନସଭା ଆସନରୁ ଦଳକୁ ପୁଣି ଫେରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାଟକୁରାରୁ ସ୍ଥାନ ଦିଆଯାଇଥିଲା ବେଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୁରୀର ପୂର୍ବତନ ମ୍ୟୁନିସିପାଲଟି ଅଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀଙ୍କୁ ଓ ବିଜେଡି ଛାଡ଼ି ଯୋଗଦେଇଥିବା ବିଧାୟକ ଶ୍ରୀକାନ୍ତ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ବିଜୟ ଏଥର ତାଙ୍କ ନିର୍ବାଚନମଣ୍ଡଳୀ ବଦଳାଇଛନ୍ତି । ମହାକାଳପଡ଼ା ବଦଳରେ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ପାଟକୁରାକୁ ସେ ଆପଣାଇଛନ୍ତି ।

ଲୋକସଭା

ମୟୂରଭଂଜନ- ଇଂ. ବିଶ୍ୱେଶ୍ୱର ଟୀଡୁ
ଭଦ୍ରକ- ଅଭିମନ୍ୟୁ ସେଠୀ
ଯାଜପୁର-ଅମୀୟ ମଲ୍ଲିକ

ବିଧାନସଭା

ପାଟକୁରା- ବିଜୟ ମହାପାତ୍ର
ମହାକାଳପଡ଼ା- ବିଜୟ ପ୍ରଧାନ
ଭୁବନେଶ୍ୱର-ଉତ୍ତର- ଅପରାଜିତା ମହାନ୍ତି
ଆଠଗଡ଼-ବ୍ରଜେନ୍ଦ୍ର ରାୟ
ପୁରୀ- ଜୟନ୍ତ ଷଡ଼ଙ୍ଗୀ
ରାଇରଙ୍ଗପୁର- ନବ ଚରଣ ମାଝି
ନିଳଗୀରି- ସୁକାନ୍ତ ନାୟକ
ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର
ଆଠମଲ୍ଲିକ- ଭାଗୀରଥି ପ୍ରଧାନ
ବାଙ୍କୀ-ଶୁଭ୍ରାଂଶୁ ଶେଖର ପାଢ଼ୀ
ଆନନ୍ଦପୁର- ଆଲୋକ ସେଠୀ

Click to comment

Leave a Reply

Your email address will not be published. Required fields are marked *

Most Popular

To Top