କଟକ,(ଓଡ଼ିଶା ୱେୟାର) : ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀ ବିବାଦ ପ୍ରସଙ୍ଗ । ଘଟଣାରେ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ ବ୍ରହ୍ମପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଖବର ଅନୁଯାୟୀ, ନିଜକୁ ଅସୁରକ୍ଷିତ ମଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୁମିତଙ୍କ ବାପା । ପ୍ରତିପକ୍ଷ ତପସ୍ବିନୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ତେବେ ଏହି ମାମଲାରୁ ଶୁଣାଣି କରି ହାଇକୋର୍ଟ ସବିଶେଷ ତଥ୍ୟ ମାଗିଛନ୍ତି । ବ୍ରହ୍ମପୁର ଏସ୍ପିଙ୍କୁ ଘଟଣା ସଂପର୍କରେ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଫେବ୍ରୁଆରୀ ୮କୁ ଧାର୍ଯ୍ୟ କରାଯାଇଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...