Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସ୍ୱାଦିଷ୍ଟ ପାନମଧୁରୀ ପନିର ପରଟା

ସ୍ୱାଦିଷ୍ଟ ପାନମଧୁରୀ ପନିର ପରଟା

ଅ।ପଣ ଅନେକ ପ୍ରକାର ପରଟା ଖାଇଥିବେ, ଯଥା ଅ।ଳୁ ପରଟା, ସବଜି ପରଟା ଏବଂ ଅନେକ ପ୍ରକାର ପରଟା ଖାଇଥିବେ କିନ୍ତୁ ଅ।ଜି ଅ।ମେ ଅ।ପଣଙ୍କ ପାଇଁ ନେଇ ଅ।ସିଛି ପାନମଧୁରୀ ପନିର ପରଟା ଏହା ଖାଇବାକୁ ବହୁତ ସ୍ବାଦିଷ୍ଟ ଲାଗିବ ଓଡିଆଙ୍କ ଘରେ ଅଧିକାଂଶ ଏହାକୁ ଲୋକେ ଖାଇଥାନ୍ତି । ତେବେ ଆଜି ଆପଣଙ୍କୁ ପାନମଧୁରୀ ପନିର ପରଟା ବିଷୟରେ ଜଣାଇବୁ ଯାହାକୁ ବନାଇବା ବହୁତ ସହଜ ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ:

ପନିର
ଅଟା
ଲୁଣ
ଲଙ୍କା ପାଉଡର
ପାନମଧୁରୀ
ଗୋଲମରିଚ ପାଉଡର
ଜୁଆଣି
ଆମଚୁର ଏବଂ ଗରମ ମସଲା ପାଉଡର
କଞ୍ଚା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ

ପନିର ପରଟା ବନାଇବା ପାଇଁ ଷ୍ଟଫିଙ୍ଗ ପ୍ରସ୍ତୁତ କରିବାକୁ ପଡିବ। ଏଥିପାଇଁ ପନିରକୁ କଦ୍ଦୁକସ କରିଦିଅନ୍ତୁ। ଏହାପରେ ଏଥିରେ ଲୁଣ, ଲଙ୍କା ପାଉଡର, ପାନମଧୁରୀ, ଗୋଲମରିଚ ପାଉଡର, ଜୁଆଣି, ଅମଚୁର ପାଉଡର ଏବଂ ଗରମ ମସଲାକୁ ମିଶାଇ ଏହାକୁ ଚାମଚ ସାହାଯ୍ୟରେ ମିକ୍ସ କରିଦିଅନ୍ତୁ। ଏଥିରେ ଧନିଆପତ୍ର ପକାନ୍ତୁ। ଏବେ ଆପଣଙ୍କର ଷ୍ଟଫିଙ୍ଗ ବା ପୂର ପ୍ରସ୍ତୁତ ହୋଇଯାଇଛି। ଏବେ ଅଟାର ଗୋଲା ନେଇ ଏହି ମିଶ୍ରଣକୁ ଭରି ଦିଅନ୍ତୁ। ଏବେ ଆଞ୍ଚରେ ତାୱା ବସାଇ ଭଲ ଭାବେ ପରଟାର ଦୁଇ ପାଖକୁ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପାନମଧୁରୀ ପନିର ପରଟା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top