Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୟୁରୋପରେ ସଂକ୍ରମଣ ବଢ଼ି ଚାଲିଛି: WHO

ୟୁରୋପ: ୟୁରୋପରେ ସଂକ୍ରମଣ ବଢ଼ି ଚାଲିଛି । ଭାଇରସ୍‌କୁ ଅଧିକ ସକ୍ରିୟ କରୁଛି ଥଣ୍ଡା ପାଗ । ବିଶ୍ୱର ଦୁଇ ତୃତୀୟାଂଶ ଦୈନିକ ମାମଲା ୟୁରୋପ ମହାଦେଶରୁ ଆସୁଛି । ଲକଡାଉନ୍‌ରେ ଥିବା ଅଷ୍ଟ୍ରିଆରେ ସବୁଠୁ ଖରାପ ସ୍ଥିତି । ଗତ ସପ୍ତାହରେ ହାରାହାରି ଦୈନିକ ସଂକ୍ରମଣ ଥିଲା ୧୪ ହଜାର । ପୂର୍ବ ସପ୍ତାହ ଠାରୁ ୨୮ ପ୍ରତିଶତ ଅଧିକ । ନେଦରଲ୍ୟାଣ୍ଡସ୍‌ରେ ଗତ ସପ୍ତାହର ହାରାହାରି ଦୈନିକ ସଂକ୍ରମଣ ଥିଲା ୨୧ ହଜାର । ଯାହା ପୂର୍ବ ସପ୍ତହାହ ଠାରୁ ୫୬ ପ୍ରତିଶତ ଅଧିକ । ନେଦରଲ୍ୟାଣ୍ଡ୍‌ସକୁ ଆଂଶିକ ଲକଡାଉନ୍‌ କରାଯାଇଛି । ଜର୍ମାନୀରେ ଭୟଙ୍କର ସ୍ଥିତି । କୋଭିଡ୍‌ କଟକଣାକୁ ଆହୁରି କଠୋର କରିବାକୁ କହିଛନ୍ତି ଚାନସେଲର ଅଞ୍ଜେଲା ମର୍କେଲ ।
ୟୁରୋପରେ ମାର୍ଚ୍ଚ ସୁଦ୍ଧା ମୃତ୍ୟୁସଂଖ୍ୟା ୨୨ ଲକ୍ଷ ଟପିବ । ଏଭଳି ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ୟୁରୋପରେ ମୃତ୍ୟୁର ମୁଖ୍ୟ କାରଣ ହୋଇଛି କରୋନା। ବର୍ତ୍ତମାନ ୟୁରୋପରେ ପ୍ରତିଦିନ ୪ ହଜାର ୨୦୦ ଲୋକଙ୍କ ମୃତ୍ୟୁ ହେଉଛି ।
ସ୍ଥିତି ଏଭଳି ହେବ ଯେ, ୟୁରୋପର ୨୫ ଦେଶରେ ହସ୍ପିଟାଲ ବେଡ ଉପରେ ଚାପ ପଡ଼ିବ । ୪୯ ଦେଶରେ ICU ଉପରେ ମଧ୍ୟ ଚାପ ବଢ଼ିବ । ୟୁରୋପରେ ଅବସ୍ଥା ଅତି ସାଘାଂତିକ ଅବସ୍ଥାରେ ଥିବା କହିଛି WHO। ବିଶ୍ୱର ଦୁଇ ତୃତୀୟାଂଶ ଦୈନିକ ମାମଲା ୟୁରୋପ ମହାଦେଶରୁ ଆସୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top