Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜନ ଆବ୍ରାହମ ବଢ଼ାଇଲେ ଫିସ୍, ଆସନ୍ତୁ ଜାଣିବା କେତେ?

ନିଜର ଦମଦାର ସ୍ବାସ୍ଥ୍ୟ ଓ ସାନଦାର ଆକ୍ସନ ଫ୍ଯାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତା ଜନ୍ ଙ୍କ ଫିଲ୍ମକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆଉ ଏପଟେ ସୋସିଆଲ ମିଡିଆରେ ଜନଙ୍କ ଫ୍ଯାନ୍ସଙ୍କ ସଂଖ୍ଯା ମଧ୍ୟ ବଢିବଢି ଚଲିଛି କିନ୍ତୁ ଏହା ମଧ୍ୟରେ ଯେଉଁ ଖବର ସାମ୍ନାକୁ ଆସିଛି, ହୁଏତ ସମସ୍ତେ ଜାଣିଲେ ଚକିତ ହୋଇପଡିବେ ଶୁଣିବାକୁ ମିଳୁଛି, ଜନ କୁଆଡେ ତାଙ୍କ ଫିଲ୍ମ ଚାର୍ଜ ବଢାଇଦେଇଛନ୍ତି।
ବଲିଉଡ୍ ହଙ୍ଗାମାର ଏକ ରିପୋର୍ଟ ମୁତାବକ, ଜନ୍ ଆଦିତ୍ଯ ଚୋପ୍ରାଙ୍କ ଫିଲ୍ମ ପଠାନ୍ ପାଇଁ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି । କୁହାଯାଉଛି ଏକ ଲମ୍ବା ସମୟର ବ୍ଯବଧାନ ପରେ ଏହି ଫିଲ୍ମରେ ଶାହରୁଖ୍ କମ୍ ବ୍ଯାକ୍ କରୁଛନ୍ତି ଏହି ଫିଲ୍ମରେ ଦୀପିକା ପାଦୁକୋନ୍ ନଜର ଆସିବେ ଏହା ବାଦ ଜନ୍ ଅନ୍ଯ ଏକ ଫିଲ୍ମ ମଧ୍ୟ ସାଇନ୍ କରିଛନ୍ତି, ଯେଉଁଥିପାଇଁ ସେ ୨୦ କୋଟି ଟଙ୍କାରୁ ଅଧିକ ଫିସ୍ ଦାବି କରିଛନ୍ତି । ରିପୋର୍ଟ ମୁତାବକ, ଜନ୍ ଆବ୍ରାହମ ମୋହିତ ସୁରୀଙ୍କ ଫିଲ୍ମ ଏକ ଭିଲାନ୍ ରିଟର୍ଣ୍ଣସରେ ମଧ୍ୟ ସାଇନ୍ କରିଛନ୍ତି । ଆଉ ଏହି ଫିଲ୍ମ ପାଇଁ ସେ ୨୧ କୋଟି ଟଙ୍କା ଫିସ୍ ନେଇଛନ୍ତି ଜନ୍ ତାଙ୍କ ଫିସ୍ ଲଗାତାର ବଢ଼ାଇ ଚାଲିଛନ୍ତି ଜନ୍ ବାଟଲା ହାଉସ ଫିଲ୍ମ ପାଇଁ ସତ୍ଯମେବ ଜୟତେ-୨ଠାରୁ ବି ଅଧିକ ଟଙ୍କା ନେଇଥିଲେ, ତଥାପି ସତ୍ଯମେବ ଜୟତେ-୨ ରେ ବି ଅଧିକ ଟଙ୍କା ବଢ଼ାଇଥିଲେ । ଗତ ତିନିବର୍ଷ ମଧ୍ୟରେ ଜନଙ୍କ ଫିସ୍ ୭ କୋଟିରୁ ୨୧କୋଟି ଟଙ୍କାକୁ ବୃଦ୍ଧି ପାଇଛି ଗତ ତିନିବର୍ଷ ମଧ୍ୟରେ ଜନଙ୍କ ଫି ତିନି ଗୁଣ ବୃଦ୍ଧି ପାଇଛି କୁହାଯାଉଛି ଯେ କୋଭିଡ୍ କାଳରେ କିଛି ଅଭିନେତା ସିନେମା ପାଇଁ ତାଙ୍କ ଫିସ୍ ହ୍ରାସ କରିଥିବା ବେଳେ ଜନ୍ କିନ୍ତୁ ତାଙ୍କ ଫିସ୍ ବୃଦ୍ଧି କରିଥିଲେ ।
ଏକ ଭିଲାନ ରିଟର୍ଣ୍ଣସ ଫିଲ୍ମ ଜୁଲାଇ ୨୦୨୨ରେ ରିଲିଜ ହେବ ଫିଲ୍ମରେ ଜନଙ୍କ ସହିତ ଅର୍ଜୁନ କପୁର, ଦିଶା ପଟାନୀ ଏବଂ ତାରା ସୁତାରିୟା ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ମୋହିତ ସୁରୀ କରୁଛନ୍ତି ଫିଲ୍ମଟି ସିଦ୍ଧାର୍ଥ, ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖଙ୍କ ଫିଲ୍ମ ଏକ ଭିଲେନର ସିକ୍ୱେଲ ଫିଲ୍ମର ସୁଟିଂ ସରିସାରିଛି।
ଜନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, ୩ ଦିନ ପୂର୍ବରୁ ସେ ଆଉ କାହା ସଂପର୍କରେ ଆସିଥିଲେ ଯାହା ପରେ ସେ କରୋନା ପଜିଟିଭ ହୋଇଥିଲେ । ପ୍ରିୟା ଆଉ ମୁଁ କରୋନା ଟେଷ୍ଟ କରିଥିଲୁ ଏଥିରୁ ଆମେ ଦୁହେଁ ପଜିଟିଭ ଆସିବା ପରେ ଘରେ କ୍ୱାରେଣ୍ଟାଇନରେ ରହୁଥିଲୁ। ମୁଁ ଦୁଇଟି ଯାକ ଭ୍ଯାକସିନ ନେଇଛି ଆଉ ଆମକୁ ହାଲକା ଲକ୍ଷଣ ରହିଛି ଜନ ଆହୁରି ମଧ୍ୟ ଲେଖିଥିଲେ, ପ୍ଲିଜ୍ ଆପଣମାନେ ସୁସ୍ଥ ରହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top