Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କିଭ୍‌, ସୁମିରେ ଋଷର ସାମୟିକ ଯୁଦ୍ଧବିରତି ଘୋଷଣା

 

ନୂଆଦିଲ୍ଲୀ : କିଭ୍‌, ସୁମିରେ ଋଷର ସାମୟିକ ଯୁଦ୍ଧବିରତି ଘୋଷଣା । ଭାରତୀୟ ସମୟ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା । କିଭ୍‌, ମାରିୟୁପୁଲ, ଖାରକିଭରେ ସାମୟିକ ଯୁଦ୍ଧବିରତି ଘୋଷଣା । ୟୁକ୍ରେନର ୪ ସହରରେ ଯୁଦ୍ଧବିରତି ଘୋଷଣା । ସାଧାରଣ ଲୋକ ବାହାରକୁ ଯିବାକୁ ଅନୁମତି । ଫସିଥିବା ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଋଷର ନିଷ୍ପତ। ସୂଚନା ଥାଉକି, ଋଷର ୬୦୦ ମିସାଇଲ ମାଡ଼ ହୋଇଛି । ୟୁକ୍ରେନ ବିଭିନ୍ନ ସହରରେ ୬୦୦ ମିସାଇଲ ମାଡ଼ ହୋଇଛି । କିଭରେ ମିସାଇଲ ହମଲାରେ ନାଗରିକଙ୍କ ମୃତ୍ୟୁ ହୋଇଛି । ତୀବ୍ର ହେଉଛି ରୁଷ-ୟୁକ୍ରେନ୍‌ ଲଢ଼େଇ । ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହନ୍ତି ଜେଲେନ୍‌ସ୍କି । ଲକ୍ଷ୍ୟ ହାସଲ ଦିଗରେ ବଢ଼ୁଛନ୍ତି ପୁଟିନ୍‌ । ୟୁକ୍ରେନ୍‌ ଆକାଶରୁ ବର୍ଷୁଛି ମିଶାଇଲ । ଗର୍ଜୁଛି ତୋପ । ଗୋଟିଏ ପରେ ଗୋଟିଏ ସହର କବ୍‌ଜା କରୁଛି ପୁଟିନ୍‌ ସେନା । ଆଜି ଲଢ଼େଇର ୧୨ ଦିନ । ୟୁକ୍ରେନ୍‌ର ପୂର୍ବ ଓ ଦକ୍ଷିଣ ଭାଗରେ ପ୍ରଚଣ୍ଡ ହେଉଛି ଆକ୍ରମଣ ।

କିଭ୍‌, ଖାରକିଭ୍‌ ଓ ଖେରସନ୍‌ ପରେ ସୁମିରେ ଭୟଙ୍କର ଲଢ଼େଇ । ସୁମିରେ ଘନଘନ ରକେଟ୍‌ ମାଡ଼ । ହୁହୁ ହୋଇଛି ଜଳୁଛି ବିଲ୍‌ଡିଂ। କିଭ୍‌ ନିକଟରେ ଥିବା ଅନ୍ୟ ଏକ ସହର ବୁକା ଉପରେ ବି ଜୋରଦାର ହମ୍‌ଲା । ଚେର୍ଣ୍ଣିହିବ୍‌ରେ ବର୍ଷୁଛି ବୋମା । ବହୁ ଆବାସିକ ବିଲ୍‌ଡିଂ ଧ୍ୱଂସ ହୋଇଗଲାଣି। ରୁଷ ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ଜୀବନ ଗଲାଣି। ଇରପିନ, ମାରିୟୁପୁଲ ଓ ଭୋଲନୋଭାଖା ମଧ୍ୟ ରୁଷ ସେନା ଟାର୍ଗେଟ୍‌ରେ ରହିଛି । ବିଭିନ୍ନ ସହରରେ ବିଦ୍ୟୁତ୍‌ ଗ୍ୟାସ ଯୋଗାଣ ବନ୍ଦ ହୋଇଗଲାଣି । ଏସମୟ ଭିତରେ ଋଷ ସାମୟିକ ଯୁଦ୍ଧବିରତି ଘୋଷଣା କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top