Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୋ’କୁ ଫେରିଲେ ଶିଳ୍ପା ସେଟ୍ଟୀ

ନୂଆଦିଲ୍ଲୀ: ଫେରିଛନ୍ତି ଶିଳ୍ପା ସେଟ୍ଟୀ । ଆପଣ ଭାବୁଥିବେ ଏମିତି ଆମେ କାହିଁକି କହୁଛୁ । କିନ୍ତୁ ଆମ କହିବାର କାରଣ ହେଉଛି, ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିବା ପରେ ଶିଳ୍ପା ଜଜ୍ ଥିବା ରିଆଲିଟି ସୋ’ ସୁପର ଡାନ୍ସରରୁ ଉଭାନ ହୋଇଯାଇଥିଲେ । ମିଡିଆ ଆଗରେ ରହିଥିବା ଏହି ଯୋଡ଼ିଙ୍କୁ ନେଇ ହେଉଥିଲା ସବୁଆଡେ ଚର୍ଚ୍ଚା ।
ଦୀର୍ଘ ସମୟ ପରେ ପୁଣିଥିରେ ଶିଳ୍ପା ଫେରିଛନ୍ତି ରିଆଲିଟି ଡାନ୍ସ ସୋ’କୁ । ଏହାକୁ ନେଇ ସେଟରେ ଖୁସିର ମାହୋଲ ଦେଖାଯାଇଛି । ସୂଚନା ମିଳିଥିଲା ଯେ, ରାଜ କୁନ୍ଦ୍ରାଙ୍କୁ ନେଇ ମିଡିଆର ପ୍ରଶ୍ନରୁ ବଞ୍ଚିବା ପାଇଁ ଶିଳ୍ପା ଲାଇମ ଲାଇଟରୁ ନିଜକୁ ଦୂରେଇ ରଖିଥିଲେ । କିନ୍ତୁ ଏବେ ସେ ଫେରିଛନ୍ତି ।
ଏଠାକୁ ଆସିବା ପରେ ଏକ ଡାନ୍ସ ଭିଡ଼ିଓରେ କମେଣ୍ଟ ଦେଇଥିଲେ । ଝାନ୍ସି ରାଣୀଙ୍କ ତ୍ୟଗକୁ ଦେଖି କହିଥିଲେ ଯେ, “ସମାଜରେ ଆଜି ବି ନାରୀଙ୍କୁ ନିଜ ହକ୍ ପାଇଁ ଲଢ଼ିବାକୁ ପଡୁଛି । ନିଜ ସ୍ୱାମୀ ପରେ ନିଜକୁ ହିଁ ସବୁକିଛି କରିବାକୁ ପଡ଼ୁଛି । ନିଜର ଅସ୍ତିତ୍ୱ ପାଇଁ, ନିଜର ପିଲା ଓ ପରିବାରଙ୍କ ପାଇଁ । ଆଉ ମୁଁ ଗର୍ବିତ ଏଭଳି ଦେଶରେ ଜନ୍ମ ନେଇ” । ତେବେ ଏହି କଥା ଏବେ ଶିଳ୍ପାଙ୍କର ବେଶ ଭାଇରାଲ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top