Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସିନେମା ହଲରେ ଧମାକା କରୁଛି ‘ସିଙ୍ଘମ୍ ଏଗେନ୍’

ଦୀପାବଳିରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଧମାକାଦାର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ ସିନେମା ହଲରେ ଧମାକା କରୁଛି । ମାତ୍ର ୩ ଦିନରେ ଫିଲ୍ମ ବମ୍ପର୍ ବ୍ୟବସାୟ କରିଛି । ପ୍ରଥମ ୩ ଦିନରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଆୟ କରିଛି ଏହି ଫିଲ୍ମ । ଏହି ଆୟ ଅଜୟଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛି । 

‘ସିଙ୍ଘମ୍ ଏଗେନ୍’ ମୁକ୍ତିଲାଭ କରିବାର ପ୍ରଥମ ଦିନରେ ୪୩.୭୦ କୋଟି ଟଙ୍କା ଆୟ କରିଥିଲା । ଏହା ଅଜୟଙ୍କ କ୍ୟାରିୟର ପ୍ରଥମ ଚଳଚ୍ଚିତ୍ର ଯାହା ପ୍ରଥମ ଦିନରେ ଭଲ ଆୟ କରିଛି । ସେହିପରି ୨ୟ ଦିନରେ ୪୪.୫୦ କୋଟି ଏବଂ ତୃତୀୟ ଦିନରେ ୩୭-୩୮ କୋଟି ଆୟ କରିଛି । 

ତେବେ ଆରମ୍ଭ ଦୁଇ ଦିନ ଠାରୁ ତୃତୀୟ ଦିନର କଲେକସନ୍ କମ୍ ରହିଛି । କିନ୍ତୁ ମୋଟା ମୋଟିଭାବେ ଦେଖିବାକୁ ଗଲେ ୩ ଦିନରେ ଫିଲ୍ମଟି ଭଲ ବ୍ୟବସାୟ କରିଛି । 

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିଙ୍ଘମ୍ ଏଗେନ୍’ରେ ବଲିଉଡ୍ ଦୁନିଆର ନାମୀଦାମୀ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଛି । ଏଥିରେ ଦୀପିକା ପାଦୁକୋନ, କରୀନା କପୁର, ଅକ୍ଷୟ କୁମାର, ଅର୍ଜୁନ କାପୁର, ଟାଇଗର ଶ୍ରଫ୍, ରଣବୀର ସିଂ ଓ ଜ୍ୟାକି ଶ୍ରଫ୍ ପ୍ରମୁଖ ଭୂମିକାରେ ରହିଛନ୍ତି । ସେହିପରି ଚୁଲବୁଲ ପାଣ୍ଡେ ସଲମାନ ଖାନଙ୍କୁ ମଧ୍ୟ ନଜର ଆସିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top