Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟ୍ରେନ ଟ୍ରାକରେ ଫସି ଯାଇଥିଲା କୁକୁର , ଉଦ୍ଧାର କଲେ ଜଣେ ବ୍ୟକ୍ତି

ଲୋକଙ୍କ ଭିତରେ ଆଜି ବି ମାନବିକତା ବଂଚି ରହିଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ଯାହା ଖୁବ ଭାଇରାଲ ହେଇଛି । ଏପରି ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସଙ୍କୁ ଖୁବ ପସନ୍ଦ ଆସୁଛି। । ଜଣେ ବ୍ୟକ୍ତି କୁକୁରକୁ ରେଲେଓ୍ଵ ଟ୍ରାକ ଉପରୁ ବଞ୍ଚାଉଛନ୍ତି। ପରେ ସବୁମହଲରୁ ଲୋକଙ୍କ ପ୍ରଂଶସାର ସୁଅ ଛୁଟୁଛି।
ସୋସିଆଲ ମିଡିଆରେ ଏମିତି ଅନେକ ଭିଡ଼ିଓ ରହିଛି। କିନ୍ତୁ ଏଇ ଭିଡ଼ିଓ ଆପଣଙ୍କୁ ଚକିତ କରିଦେବ । ଏହି ଭିଡ଼ିଓରେ ଜଣେ ବ୍ୟକ୍ତି କୁକୁରକୁ ରେଲେଓ୍ଵ ଟ୍ରାକ ଉପରୁ ବଞ୍ଚାଉଛନ୍ତି। ଶେଷରେ ସୁରକ୍ଷିତ ଭାବେ ଦୁହେଁ ଚାଲିଆସିଲେ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି।
କୁକୁର ବେକର ପଟିକୁ ରେଲେଓ୍ଵ ଟ୍ରାକ ଉପରେ କିଏ ବାନ୍ଧି ଦେଇଛି। ଯାହାପାଇଁ କୁକୁରଟି ସେଠି ଜବରଦସ୍ତି ଫସି ଯାଇଥିଲା। କିନ୍ତୁ ପରେ ଜଣେ ବ୍ୟକ୍ତି ତାକୁ ବଞ୍ଚାଇଲେ । ଇନଷ୍ଟାଗ୍ରାମରେ ଏହି ଭିଡ଼ିଓକୁ nature_pets_lover ଆକାଉଣ୍ଟ ସେୟାର କରି ଛି। ଯାହାକୁ ଏବେ ପର୍ଯ୍ୟନ୍ତ ୩୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। କୋଟିଏ ପାଖାପାଖି ଲୋକ ଏହାକୁ ଲାଇକ କରିସାରିଲେଣି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top