ଭୁବନେଶ୍ୱର : ଅଭିନେତା କୁନା ତ୍ରିପାଠୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଏହି ଦାୟିତ୍ୱ ଅଭିନେତା ମୁନ୍ନା ଖାଁଙ୍କ ପାଖରେ ଥିଲା। ଏବେ ଏହି ଦାୟିତ୍ୱ କୁନାଙ୍କୁ ମିଳିବା ପରେ ମୁନ୍ନା କେବଳ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରହିବେ। ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ କୁନା ତ୍ରିପାଠୀ ବିଜେଡିରେ ମିଶିଥିଲେ।


