ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏ ସଂପର୍କରେ ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଇଣ୍ଡିଗୋ ବିମାନ ଉଡ଼ିବ। ଭୁବନେଶ୍ୱରରୁ ବାଗଡୋଗରାକୁ ସପ୍ତାହକୁ ୪ ଦିନ ଓ ଗୌହାଟୀକୁ ୩ ଦିନ ଉଡ଼ାଣ ଭରିବ।


