Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଂଗ୍ରେସ ଛାଡିଲେ, ସାଇକେଲ ଧରିଲେ ଇମରାନ୍ ମସୁଦ୍

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବିଧାନସଭା ର୍ନିବାଚନ ପୂର୍ବରୁ ଆଶାୟୀଙ୍କୁ ଲାଗିଛି ବଡ ଝଟକା। ଆଶାରେ କଂଗ୍ରେସ ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ଯାତ୍ରା ଆରମ୍ଭ କରିଥିବା ଇମରାନ୍ ମସୂଦଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ମୁସଲମାନଙ୍କୁ ସୁଧୁରିଯିବା ପାଇଁ ପରାମର୍ଶ ଦେଉଛନ୍ତି । କହୁଛନ୍ତି ଯେ, ମୋର ଅନୁଭବ କହୁଛି ଏବେବି ସମୟ ଅଛି ସୁଧୁରିଯାଅ ।ଉତ୍ତର ପ୍ରଦେଶର ଟାଣୁଆ ନେତା କୁହାଯାଉଥିବା ଇମ୍ରାନ ମସୂଦ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ । ଯେଉଁ ଆଶାରେ ମୁଁ ପାର୍ଟି ଛାଡିଆସିଥିଲି। ଆଶାରେ ହିଁ ରହିଗଲା। ଟିକେଟ ମିଳିଲାନି । ଏବେ ନିରାଶ ହୋଇଯାଇଛି । ଯାଦବ ଟିକେଟ ଦେଲେ ନାହିଁ । ସହାରାନପୁର (ଗ୍ରାମାଞ୍ଚଳ)ରୁ ବିଧାୟକ ମସୂଦ ଅଖତାରଙ୍କ ସହିତ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। ସମାଜବାଦୀ ପାର୍ଟିରୁ ତାଙ୍କୁ ଟିକେଟ ନଦେବାରୁ ଲକ୍ଷ୍ନେରୁ ନିଜର ସହାରନପୁର ନିବାସକୁ ଫେରିବା ପରେ ଅନ୍ୟ ସମର୍ଥକଙ୍କୁ ପରାମର୍ଶ ଦେଉଛନ୍ତି । ହୋଇଥିବା ଭିଡିଓ ଅମ୍ବାଲା ରୋଡର ମେଗ ଚାପରରେ ଅବସ୍ଥିତ ଇମ୍ରାନ ମାସୁଦଙ୍କ ବାସଭବନ ବାହାରେ ବୋଲି କୁହାଯାଉଛି । ଭିଡିଓରେ ଇମ୍ରାନ ମାସୁଦଙ୍କ ସମର୍ଥକମାନେ ତାଙ୍କୁ ଘେରି ରହିଥିଲେ । ଯେତେବେଳେ ସମର୍ଥକଙ୍କ ସହ ଟିକେଟ ବିଷୟରେ ଆଲୋଚନା କରୁିଥିଲେ, ସେତେବେଳେ ସେ ଅଧିକ ରାଗିଗଲେ। ତାଙ୍କୁ ପାଟିରୁ ବାହିରିପଡିଥିଲା ସତକଥା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top