Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦିନ ୧୧ଟା ସୁଦ୍ଧା ୨୧.୦୭%ସୁଦ୍ଧା ଓଡିଶାରେ ହୋଇଛି ମତଦାନ

ଆଜି ଭୋଟ ଦେଉଛି ଓଡିଶା । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯ ପ୍ରତିଶତ, ବରଗଡ ଲୋକସଭା କ୍ଷେତ୍ରରେ ୨୨.୯୫ପ୍ରତିଶତ, ଆସିକା ଲୋକସଭାରେ ୨୧.୫୩ ପ୍ରତିଶତ, ବଲାଙ୍ଗୀର ଲୋକସଭାରେ ୧୭.୯୦ ପ୍ରତିଶତ, କନ୍ଧମାଳ ଲୋକସଭାରେ ୨୧.୧୯ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ ବରଗଡ ଲୋକସଭାରେ ୨୨.୯୫ପ୍ରତିଶତ ଭୋଟ ପଡିଥିବା ବେଳେ ସର୍ବନିମ୍ନ ବଲାଙ୍ଗୀରେ ୧୭.୯୦ପ୍ରତିଶତ ହୋଇଛି।

ସେହିପରି ଆସ୍କା ବିଧାନସଭାରେ ୨୦.୯୫ ପ୍ରତିଶତ, ଅତିବିରା ୨୨ପ୍ରତିଶତ, ବାଲିଗୁଡାରେ ୧୮.୮୦ ପ୍ରତିଶତ, ବରଗଡରେ ୨୦.୬୨ପ୍ରତିଶତ, ଭଞ୍ଜନଗରରେ ୨୫ପ୍ରତିଶତ, ଭଟ୍ଟଲୀରେ ୨୩.୫୦ପ୍ରତିଶତ, ବିଜେପୁରରେ ୨୨.୫୦ପ୍ରତିଶତ, ବୀରମିତ୍ରପୁରରେ ୨୩.୬୬ପ୍ରତିଶତ, ବୀରମହାରାଜପୁରରେ ୨୦ପ୍ରତିଶତ, ବଲାଙ୍ଗୀରରେ ୧୪.୯୬ପ୍ରତିଶତ, ବଣେଇ ୩୪.୫୬ପ୍ରତିଶତ, ବୌଦ୍ଧ ୨୧.୫୯ ପ୍ରତିଶତ, ବ୍ରଜରାଜନଗର ୨୫.୫୨ପ୍ରତିଶତ, ଦଶପଲ୍ଲା, ୨୦.୯୭ପ୍ରତିଶତ, ଜି ଉଦୟଗିରି ୨୧.୮୫ପ୍ରତିଶତ, ହିଞ୍ଜିଳି ୨୨.୦୫ପ୍ରତିଶତ, ଝାରସୁଗୁଡା ୨୫.୧୩ପ୍ରତିଶତ, କବିସୂର୍ଯ୍ୟନଗର ୨୧.୮୩ପ୍ରତିଶତ, କଣ୍ଟାବାଞ୍ଜି ୧୧.୫୮ପ୍ରତିଶତ, କଣ୍ଟାମାଳ ବିଧାନସଭାରେ ୨୧.୯୦ପ୍ରତିଶତ ମତଦାନ ହୋଇଛି।

ସେହିପରି ଖଲ୍ଲିକୋଟରେ ୧୯.୬୮ପ୍ରତିଶତ, ଲୋଇସିଂହାରେ ୧୯.୮୪ପ୍ରତିଶତ, ପଦ୍ମପୁରରେ ୧୭.୫୦ ପ୍ରତିଶତ, ପାଟଣାଗଡରେ ୧୮.୩୪ପ୍ରତିଶତ, ଫୁଲବାଣୀରେ ୧୭.୨୦ପ୍ରତିଶତ, ପୋଲସରରେ ୨୧.୫୭ପ୍ରତିଶତ, ରଘୁନାଥପାଲ୍ଲୀରେ ୨୨.୬୯ପ୍ରତିଶତ, ରାଇରଙ୍ଗପୁରରେ ୧୮.୨୫ପ୍ରତିଶତ, ରାଉରକେଲାରେ ୧୮.୯୭ପ୍ରତିଶତ, ସାନଖେମୁଣ୍ଡି ୨୨.୦୫ପ୍ରତିଶତ, ସୋନପୁର ୨୦ପ୍ରତିଶତ, ସୁନ୍ଦରଗଡ ୨୦ପ୍ରତିଶତ, ସୋରଡାରେ ୨୨.୫୦ପ୍ରତିଶତ, ତଳସରାରେ ୧୭.୨୩ପ୍ରତିଶତ, ଟିଟିଲାଗଡରେ ୨୧.୨୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆପ୍‌‌ ଜରିଆରେ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top