Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆଇସିକ୍ରିମ?

ଆଇସ୍‌କ୍ରିମ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଏ ପର୍ଯ୍ୟନ୍ତ ଶୁଣିଥିଲେ, ଆଇସ୍‌କ୍ରିମ୍ ଖାଇବା ସାସ୍ଥ୍ୟ ପାଇଁ ଠିକ୍ ନୁହେଁ । କିନ୍ତୁ ଏହା କିଛି ମାମଲାରେ ଆପଣଙ୍କ ସାସ୍ଥ୍ୟ ପାଇଁ ଉତ୍ତମ । ପ୍ରକୃତରେ ଭିନ୍ନ ଭିନ୍ନ ପ୍ରକାରର ସ୍ୱାଦର ଆଇସ୍‌କ୍ରିମ୍ ଆପଣଙ୍କ ସାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏକ ଗବେଷଣାରୁ ଏହା ଜଣାପଡ଼ିଛି । ଆଇସ୍‌କ୍ରିମ୍ ଏକ ଡେୟାରୀ ପ୍ରଡକ୍ଟ । ଏଥିପାଇଁ ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଥାଏ । ଏହାର ସେବନ ଦ୍ୱାରା ଶରୀରକୁ ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର୍ ମାତ୍ରାରେ ମିଳିଥାଏ ।

ଏମିତିରେ ଦେଖୁବାକୁ ଗଲେ ଡେୟାରୀ ପ୍ରଡକ୍ଟରେ କ୍ୟାଲସିୟମ୍ ପରିମାଣ ଅଧିକ ଥାଏ । ଯାହାଦ୍ୱାରା ହାଡ଼ ମଜଭୁତ୍ ହୋଇଥାଏ । ଶରୀରର ଥକ୍କାପଣରୁ ମଧ୍ୟ ଏହା ଦୂରେଇ ରଖିବାରେ ସାହାଯ୍ୟ କରେ । ଶରୀରରେ ୯୯ ପ୍ରତିଶତ କ୍ୟାଲସିୟମ୍ ହାଡ଼ରେ ହିଁ ଥାଏ । ଏଣୁ ପ୍ରତ୍ୟେକ ଗୋଟିଏ ଆଇସ୍‌କ୍ରିମ୍‌ର ସେବନ ଦ୍ୱାରା ଶରୀରରେ ଅଷ୍ଟିଓପାରୋସିସ୍ ଭଳି ରୋଗଠୁ ଦୂରେଇ ରଖାଯାଇପାରିବ । କେବଳ ସେତିକି ନୁହେଁ, କ୍ଷୀରରେ ତିଆରି ଆଇସ୍‌କ୍ରିମ୍ ପ୍ରୋଟିନ୍‌ର ଉତ୍ତମ ସ୍ରୋତ ।

ପ୍ରୋଟିନ୍ ଶରୀରକୁ ଅଲଗା ଅଲଗା ଅଂଶଯେମିତିକି ହାଡ଼, ମାଂସପେଶୀ, ରକ୍ତ ଏବଂ ତ୍ୱଚା ପାଇଁ ଫାଇଦା ଦେଇଥାଏ । ସବୁଠୁ ବଡ଼ କଥା, ଗବେଷଣାରୁ ଜଣାପଡ଼ିଛି ଆଇସ୍‌କ୍ରିମ୍ ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ ଭିଟାମିନ୍ -ଏ, ବି-୨ ଏବଂ ବି-୧୨ ଥାଏ । ଯାହା ଶରୀରର ବିଭିନ୍ନ ଅଂଶ ପାଇଁ ଲାଭଦାୟକ ହୋଇଥାଏ । ତେବେ ଏହାର ସେବନ ଉପରେ ନିୟନ୍ତ୍ରଣ ରଖିପାରିଲେ, ତାହା ଶରୀର ପାଇଁ ସାସ୍ଥ୍ୟକର ହୋଇଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top