ଭୁବନେଶ୍ୱର : ଓଡ଼ିଶାର ୨୯ଜଣ ପୁଲିସ୍ କର୍ମଚାରୀଙ୍କୁ ସମ୍ମାନଜନକ ପୁଲିସ୍ ପଦକ ମିଳିବ । ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନାଁ ଘୋଷଣା ହୋଇଛି । ପ୍ରଂଶସନୀୟ ସେବା ପାଇଁ ଯେଉଁ ୧୪ଜଣଙ୍କୁ ମନୋନୀତ କରାଯାଇଛି ସେଥିରେ ୩ଜଣ ପୁଲିସ୍ କର୍ମଚାରୀ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଛନ୍ତି ।
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟପତି ପଦକ
୧- ଏମ. ରାଧାକ୍ରଷ୍ଣ, ଭିଜିଲାନ୍ସ ଅତିରିକ୍ତ ଏସପି
୨- ସରୋଜ କୁମାର ରଥ, ଅତିରିକ୍ତ ଏସପି ,କ୍ରାଇମବ୍ରାଂଚ
୩- ରମେଶ ଚନ୍ଦ୍ର ନାୟକ, ଏସଆଇ, ଭିଜିଲାନ୍ସ, କଟକ
୪- ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଏସପି, କ୍ରାଇମବ୍ରାଂଚ, ଭୁବନେଶ୍ୱର
ସାହାସିକତା ପାଇଁ ପୁଲିସ୍ ପଦକ
୧- ହାଡ଼ିବନ୍ଧୁ କିର୍ଶନୀ, କନେଷ୍ଟବଳ
୨- ଭୀଷ୍ମ କରୁଆଁ, କନେଷ୍ଟବଳ
୩- ସମନ୍ତ ମାଝୀ, କନେଷ୍ଟବଳ
୪- ନିରଞ୍ଜନ ସାହୁ, ଅତିରିକ୍ତ ଏସପି
୫- ଉମେଶ କୁମାର ସିଂହ, ଏଏସଆଇ
୬- ରାକେଶ କୁମାର ସ୍ୱାଇଁ , କନେଷ୍ଟବଳ
୭- ଧନେଶ୍ୱର ମାଝୀ, କନେଷ୍ଟବଳ
୮- ଅଜୟ ବେହେରା, କନେଷ୍ଟବଳ
୯- ଭକ୍ତପ୍ରିୟ ସାହୁ, ହାବିଲଦାର
୧୦- ଜ୍ୟୋତି କୁମାର କିରୋ, ସର୍ଜେଂଟ
୧୧- ସୌମ୍ୟରଂଜନ ଦାଶ, ଡେପୁଟି ସୁବେଦାର
ପ୍ରଂଶସନୀୟ ସେବା ପାଇଁ ପୁଲିସ୍ ପଦକ
୧- ଚନ୍ଦ୍ରଶେଖର ପାତ୍ର, କମାଣ୍ଡାଂଟ, ୮ମ ସ୍ପେଶାଲ ଆଇଆରବିଏନ୍, ଭଞ୍ଜନଗର,(ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା,ଭୁବନେଶ୍ୱର)
୨- ଟଙ୍କଧର ପ୍ରଧାନ, କମାଣ୍ଡାଂଟ, ଏସପି-ଏସଆଇଡବ୍ଲ୍ୟୁ ଭୁବନେଶ୍ୱର ( ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା, ଭୁବନେଶ୍ୱର)
୩- ଜବାହାର ମୋହନ ପଟେଲ, କମାଣ୍ଡାଂଟ୍ , ସପ୍ତମ ସ୍ୱତନ୍ତ୍ର ଆଇଆରବିଏନ୍, (ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା, ଭୁବନେଶ୍ୱର)
୪ – ଉଦୟ କୁମାର ରଥ, କମାଣ୍ଡାଂଟ୍ , ଓଏସ୍ଏପି, ୮ମ ବାଟାଲିୟନ, ଛତ୍ରପୁର
୫- ବିଜୟ କୁମାର ସାହୁ, ଡେପୁଟି କମିଶନର ପୁଲିସ୍ ଟ୍ରେନିଂ, ଭୁବନେଶ୍ୱର
୬- ରବିନ୍ଦ୍ର କୁମାର ପଣ୍ଡା, ଇନଚାର୍ଜ ଡିଏସପି, ଭିଜିଲାନ୍ସ, କଟକ
୭- ମୋହିତ କୁମାର ମଲ୍ଲିକ, ଏଏସଆଇ, କ୍ରାଇମବ୍ରାଂଚ, କଟକ
୮- ରାଧା ବିନୋଦ ପାଣିଗ୍ରାହୀ, ଅତିରିକ୍ତ ଏସପି, କ୍ରାଇମବ୍ରାଂଚ, କଟକ
୯- ଉଦୟଭାନୁ ମିଶ୍ର, ଡିଏସ୍ପି, ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀ, ଭୁବନେଶ୍ୱର
୧୦- ଅମୀୟ କୁମାର ରାଉତରାୟ, ହାବିଲଦାର ମେଜର, ୬ଷ୍ଠ ଓଏସଏପି ବାଟାଲିୟନ, କଟକ
୧୧- ସତ୍ୟବାଦୀ ମଲ୍ଲିକ, କନେଷ୍ଟବଳ, ଭୁବନେଶ୍ୱର
୧୨- ବୃନ୍ଦାବନ ଘଡ଼େଇ, ଡିଏସପି, ଏସଆଇଡବ୍ଲ୍ୟୁ, ଭୁବନେଶ୍ୱର
୧୩- ସରୋଜ କୁମାର ସାମଲ, ଡିଏସପି, ଭିଜିଲାନ୍ସ, କଟକ
୧୪- ରବିନ୍ଦ୍ର କୁମାର ଆଚାର୍ଯ୍ୟ, ଏଏସଆଇ, ଭିଜିଲାନ୍ସ,କଟକ


