Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜଧାନୀରୁ ୭୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଲୋକାଲ କେସ୍ ଥିବା ବେଳେ ୧୫ କ୍ୱାରେଣ୍ଟାଇନରେ ଅଛନ୍ତି। ଏବେ ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ ସଂଖ୍ୟା ୪୦୨କୁ ବୃଦ୍ଧି ପାଇଛି। ଏନେଇ ବିଏମ୍‌ସି ଟ୍ୱିଟ୍ କରିଛି।

୫୬ ଲୋକାଲ କେସ୍ ଭିତରୁ ବରମୁଣ୍ଡାରୁ ୨, ଭୀମଟାଙ୍ଗିରୁ ଜଣେ, ବମିଖାଲରୁ ୩, ଡମଣାରୁ ଜଣେ, ହଂସପାଳରୁ ଜଣେ, ଜାଗମରାରୁ ଜଣେ, ଜୟଦେବ ବିହାରରୁ ୨, ଝାରପଡ଼ାରୁ ଜଣେ, ନଖରାରୁ ଜଣେ, ଲୋଇସ୍ ରୋଡ଼ରୁ ୪, ଲକ୍ଷ୍ମୀସାଗରରୁ ୨, ଖାରବେଳ ନଗରରୁ ୪, ଖଣ୍ଡଗିରିରୁ ୨, କପିଳପ୍ରସାଦରୁ ଜଣେ, କପିଳେଶ୍ୱରରୁ ଜଣେ, କଳ୍ପନାରୁ ଜଣେ, ନୟାପଲ୍ଲୀରୁ ୫, ନୀଳାଦ୍ରି ବିହାରରୁ ୪, ଓଲ୍‌ଡ ଟାଉନ୍‌ରୁ ୩, ପାହାଳରୁ ୨, ପଟିଆରୁ ଜଣେ, ପୋଖରୀପୁଟରୁ ଜଣେ, ପଟିଆରେ ଥିବା ଏକ ପ୍ରାଇଭେଟ୍ ସ୍କୁଲରୁ ଜଣେ, ରସୁଲଗଡ଼ରୁ ୩, ଭିଏସ୍‌ଏସ୍ ନଗରରୁ ଜଣେ, ୟୁନିଟ୍‌-୮ରୁ ଜଣେ, ୟୁନିଟ୍‌-୬ରୁ ଜଣେ, ୟୁନିଟ୍‌-୨ରୁ ଜଣେ, ଟଙ୍କପାଣି ରୋଡ୍‌ରୁ ଜଣେ, ସୁନ୍ଦରପଦାରୁ ଜଣେ, ସତ୍ୟନଗରରୁ ଜଣେ ଓ ସହିଦ ନଗରରୁ ଜଣେ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top