Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମନଇଚ୍ଛା ବିଦ୍ୟୁତ କାଟିପାରିବେନି କମ୍ପାନି

ନୂଆଦିଲ୍ଲୀ : ଏଣିକି ଆଉ ମନଇଚ୍ଛା ବିଦ୍ୟୁତ କାଟିପାରିବେନି କମ୍ପାନି । ଗ୍ରାହକ ଅସନ୍ତୁଷ୍ଟ ହେଲେ ଦେବାକୁ ପଡ଼ିବ କ୍ଷତିପୂରଣ । ଆବଶ୍ୟକ ପଡ଼ିଲେ ଗ୍ରାହାକ ତା’ର ବିଦ୍ୟୁତ କମ୍ପାନି ବାଛି ପାରିବେ । ଠିକ୍ ମୋବାଇଲ କମ୍ପାନି ପରି । ବିଦ୍ୟୁତ୍ ବ୍ୟବସ୍ଥାରେ ଏମିତି ସଂସ୍କାର ଆଣିବାକୁ ଯାଉଛନ୍ତି ମୋଦି ସରକାର ।
ଗୋଟିଏ ଅଞ୍ଚଳରେ ବିଭିନ୍ନ ବିଦ୍ୟୁତ ଯୋଗାଣ ସଂସ୍ଥାଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ଦିଆଯିବ ଅନୁମତି । ଠିକ୍ ଯେପରି ମୋବାଇଲ ଗ୍ରାହକ ବାଛୁଛନ୍ତି ତାଙ୍କର ମୋବାଇଲ କମ୍ପାନୀଙ୍କୁ । କାରଣ ଆଗାମୀ ପାର୍ଲାମେଣ୍ଟ ଅଧିବେଷନରେ ସରକାର ‘ଇଲେକ୍ଟ୍ରିସିଟି ଆମେଣ୍ଡମେଣ୍ଟ ବିଲ୍ ୨୦୨୧’ ଆଣିବାକୁ ଯାଉଛନ୍ତି ।
ଏହି ବିଲ୍ ଅନୁଯାୟୀ କମ୍ପାନିଙ୍କୁ ବିଦ୍ୟୁତ ବିତରଣ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥିତ ନିୟମ ଅନୁଯାୟୀ ଯିବାକୁ ପଡ଼ିବ । କମ୍ପାନୀ ଯଦି ଆବଶ୍ୟକୀୟ କ୍ରାଇଟେରିଆ ପୂରଣ କରି ନପାରେ ତେବେ କୌଣସି ମୁହୂର୍ତ୍ତରେ କମିଶନ ତାକୁ ରଦ୍ଦ କରିପାରିବେ । ଏଥିରେ ଗ୍ରାହକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ କମ୍ପାନି ପାଇଁ କେତେକ ରେଷ୍ଟ୍ରିକସନ୍ ରହିଛି । ତା’ଛଡ଼ା ବିଦ୍ୟୁତ ଦୋଷୀମାନଙ୍କ ପାଇଁ ବଡ଼ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top