ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ କୁସ୍ତିରେ ବି ମଉଳିଲା ଗୋଲ୍ଡ ମେଡାଲ ଆଶା। ଭାରତକୁ ମିଳିଲା ଆଉ ଏକ ରୌପ୍ୟ। ପୁରୁଷ ୫୭ କେଜି ପ୍ରିଷ୍ଟାଇଲ କୁସ୍ତିରେ ଋଷିଆର ଜଉର୍ ଉଗେଭ୍ ଙ୍କ ଠାରୁ ହାରି ରୌପ୍ୟରେ ଅଟକିଲେ ଭାରତୀୟ କୁସ୍ତି ଯୋଦ୍ଧା ରବି ଦହିଆ। ୫୭ କେଜି ଫ୍ରି ଷ୍ଟାଇଲ୍ରେ ଦମଦାର ଖେଳ ପ୍ରଦର୍ଶନ କରି ପରାସ୍ତ ହୋଇଛନ୍ତି ରବି ଦହିୟା । ରବି ଦହିୟା ରୌପ୍ୟ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...