Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ କୁନ୍ଦ୍ରା ମାମଲା: ‘ଜାମିନ ମିଳିଲେ ସମାଜକୁ ଯିବ ଭୁଲ ବାର୍ତ୍ତା’

ମୁମ୍ବାଇ: ଅଶ୍ଲିଳ ସିନେମା ପ୍ରସ୍ତୁତ ଓ ତାହାକୁ ମୋବାଇଲ ଆପ ଦ୍ବାରା ପ୍ରସାରିତ କରିବା ଉଦ୍ଦେଶ୍ୟରେ ଗିରଫ ହୋଇଛନ୍ତି ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ବାମୀ ଓ ବ୍ୟବସାୟୀ ରାଜ କୁନ୍ଦ୍ରା । ତେବେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଶୁଣାଣୀରେ ହାଇକୋର୍ଟରେ ମୁମ୍ବାଇ ପୁଲିସ ବିରୋଧ କରିଛି । ଏପରିକି ହାଇକୋର୍ଟରେ ଉପସ୍ଥାପିତ ପ୍ରମାଣକୁ ମଧ୍ୟ ଘୋର ବିରୋଧ କରି ମୁମ୍ବାଇ ପୁଲିସ କହିଛି ଯେ, ରାଜ କୁନ୍ଦ୍ରାଙ୍କୁ ଯଦି ଛାଡି ଦିଆଯାଉଛି, ତେବେ ସମାଜକୁ ଏକ ଭୁଲ ବାର୍ତ୍ତା ଯିବ ।
ମଙ୍ଗଳବାର ହାଇକୋର୍ଟରେ ଶୁଣାଣୀ ସମୟୟରେ ମୁମ୍ବାଇ ପୁଲିସ ଆହୁରି ମଧ୍ୟ କହିଥିଲା କି ରାଜ କୁନ୍ଦ୍ରାଙ୍କୁ ଯଦି ବାହାରକୁ ଛାଡ଼ି ଦିଆଯାଉଛି, ତେବେ ସେ ପୁଣି ଥରେ ଏହି ବ୍ୟବସାୟ ଆରମ୍ଭ କରିଦେବେ। ବିଦେଶ ଫେରାର ହେବାର ସମ୍ଭାବନା ଯଥେଷ୍ଟ ରହିଛି । ଯାହା ନିଶ୍ଚିତ ପକ୍ଷେ ଏକ ଭୁଲ ବାର୍ତ୍ତା ଯିବ ବୋଲି ମୁମ୍ବାଇ ପୁଲିସ ଦାବି କରିଛି । ସୂଚନା ଯୋଗ୍ୟ ରାଜ କୁନ୍ଦ୍ରା ବର୍ତ୍ତମାନ ନ୍ୟାୟିକ ହେପାଜତରେ ରହିଛନ୍ତି । ଜାମିନ ପାଇଁ ସେସନ କୋର୍ଟରେ ଆବେଦନ କରିଛନ୍ତି । ଗତ ଏପ୍ରିଲ ମାସରେ ପୁଲିସ ଅଶ୍ଲିଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଚାର୍ଜସିଟ ଦାଖଲ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top