Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୩ବର୍ଷ ଡେଟ୍‌ ପରେ ହେଲା ବ୍ରେକ୍‌ଅପ୍‌

ମୁମ୍ବାଇ: ଗେହରାଇୟାଁ ଫିଲ୍ମ ପର ଠାରୁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ଅନନ୍ୟା । ହେଲେ ଏବେ ସେ ଆଉ କୌଣସି ଖବର ପାଇଁ ଆଲୋଚନାକୁ ଆସିଛନ୍ତି । ଶୁଣିବାକୁ ମିଳିଛି କି ଏବେ ତାଙ୍କ ବୟଫ୍ରେଣ୍ଡଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଅନନ୍ୟା ଓ ଇସାନ ଖଟ୍ଟର ପରସ୍ପରକୁ ଡେଟ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଦୁହେଁ ଏବିଷୟରେ କେବେ ବି ସ୍ୱୀକାର କରି ନାହାନ୍ତି ।

କିନ୍ତୁ ଦୁହେଁ ବୁଲୁଥିବା ବେଳେ , ଛୁଟି କାଟିକୁ ଯାଇଥିବାର ଫଟୋ ଭାଇରାଲ୍‌ ହୋଇଥିଲା । ଏହି ସବୁ କିଛିରୁ ଜଣାପଡି ଯାଇଥିଲା ଦୁହିଁଙ୍କ ମଧ୍ୟ କିଛି ତ ଅଛି । ହେଲେ ବର୍ତ୍ତମାନ ଏମାନଙ୍କ ଲୁଚାଛପା ପ୍ରେମ କାହାଣୀର ଦ ଏଣ୍ଡ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅନନ୍ୟା ଓ ଇସାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇ ଯାଇଛି । ଦୀର୍ଘ ୩ ବର୍ଷ ଧରି ପରସ୍ପରକୁ ଡେଟ କରୁଥିବା କିଛି ଫଟୋ ଓ ଭିଡିଓ ଦର୍ଶାଉଥିଲା ଯେ ଏମାନେ ପରସ୍ପରକୁ ପ୍ରେମ କରୁଛନ୍ତି । ଏମିତିକି କିଛି ପାର୍ଟିରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ଫିଲ୍ମ ‘ଖାଲି ପିଲି’ର ସେଟରେ ଉଭୟ ପରିଚିତ ହୋଇଥିଲେ । ଆଉ ପ୍ରଥମ ଦେଖାରୁ କୁଆଡେ ଅନନ୍ୟା ଓ ଇସାନ ପରସ୍ପରକୁ ଭଲପାଇ ବସିଥିଲେ । ହେଲେ ଏବେ ବ୍ରେକଅପ୍ ହୋଇଥିବା ଖବର ଯେମିତି ସମସ୍ତଙ୍କୁ ଚକିତ କରିଛି । ପରସ୍ପରର ସହମତିରେ ଏହି ବ୍ରେକଅପ୍ ହୋଇଥିବା କୁହାଯାଉଛି। ବର୍ତ୍ତମାନ ଉଭୟଙ୍କ ବ୍ରେକ୍‌ଅପ୍‌ ଖବର ସମସ୍ତଙ୍କୁ ଚକିତ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top